ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଏହି ଦିନ ଖେଳିବ ପ୍ରଥମ ଟେଷ୍ଟ, ଜାଣନ୍ତୁ ପୁରା ସିଡ୍ୟୁଲ…
ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାରେ ପହଞ୍ଚିସାରିଛି। ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ର ସିରିଜ୍ ଖେଳିବ।
ଓଡିଶାଭାସ୍କର: ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଶ୍ରୀଲଙ୍କା ବିଜୟ। ଦୁଇଟି ଟେଷ୍ଟ ମ୍ୟାଚ୍ର ସିରିଜ୍ ଖେଳିବା ପାଇଁ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ପହଞ୍ଚିଛି।
Uttarakhand Govt.
ସିରିଜ୍ ପୂର୍ବରୁ ଭାରତୀୟ ଦଳ ୭ ଅଗଷ୍ଟରୁ ଶ୍ରୀଲଙ୍କା ପ୍ଲେଇଂ ୧୧ ବିପକ୍ଷରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ମାଧ୍ୟମରେ ଦଳ ଟେଷ୍ଟ ସିରିଜ୍ ପାଇଁ ନିଜ ପ୍ରସ୍ତୁତିକୁ ଶାଣିତ କରିବ।

