fbpx

ବଡ ଖବର: ମେ’ ୨୦ରୁ ୨୭ ଯାଏଁ ହାଇକୋର୍ଟ ସଟଡାଉନ୍‌

କଟକ(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ମେ’ ୨୦ରୁ ୨୭ ତାରିଖ ଯାଏଁ ହାଇକୋର୍ଟ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଓ କିଛି ଷ୍ଟାଫ୍ ସଂକ୍ରମିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ସମ୍ପୂର୍ଣ୍ଣ ସଟଡାଉନ ନେଇ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜରୁରୀ ମାମଲାର ଶୁଣାଣି ପାଇଁ ରେଜିଷ୍ଟ୍ରାର ଜୁଡିସିଆଲଙ୍କୁ ଆବେଦନ କରିହେବ ।

Get real time updates directly on you device, subscribe now.