fbpx

ସରିଲା ବିଧାୟକ ଦଳ ବୈଠକ, ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ

Advertisement

ଭୁବନେଶ୍ୱର: ଚାଲିଥିବା ବିଜେପି ବିଧାୟକ ଦଳ ବୈଠକ ଶେଷ ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚଲିଥିଲା ବୈଠକ । କିଛି ସମୟ ମଧ୍ୟରେ ଘୋଷଣା ହୋଇପାପରେ ମୁଖ୍ୟମନ୍ତ୍ରୀଙ୍କ ନାମ । ରାଜନାଥ ଓ ଭୂପେନ୍ଦରଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିଲା । ତେବେ ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ସାରା ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।

Get real time updates directly on you device, subscribe now.