ମକରରେ ଛକା ଚୌକା ମାରିଲା ସୁନା ଦର, ସବୁ ରେକର୍ଡ ଭାଙ୍ଗିଲା! ବାପରେ ବାପ ଏତେ ମହଙ୍ଗା…

ଆଜି ଆପଣଙ୍କ ସହରରେ କେତେ ରହିଛି ସୁନା ଦର ଜାଣନ୍ତୁ।

ଓଡିଶାଭାସ୍କର: ବୁଧବାର, ଜାନୁଆରୀ ୧୪ ତାରିଖରେ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ବୃଦ୍ଧି ପାଇଛି। ଆଜି ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ଥିବାରୁ ଏହି ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

ଆଉ ଏଜାରି ଦିନରେ ଘରକୁ ସୁନା କିମ୍ୱା ରୁପା ଆଣିଲେ ଶୁଭ ବୋଲି ବିବେଚନା କରାଯାଏ। ହେଲେ ଏବେ ସୁନା ଏବଂ ରୁପା ଦର ଏମିତି ଆକାଶ ଛୁଆ ରହିଛି ଯେ କିଣିବା କଥା ତ ଦୂରର କତା ଭାବିବାକୁ ବି ଡର ଲାଗୁଛି। ଆସନ୍ତୁ ଜାଣିବା ଆପଣଙ୍କ ସହରରେ ଆଜିର ସୁନା ଏବଂ ରୂପା ମୂଲ୍ୟ…

ଆପଣଙ୍କ ସହରରେ ସୁନା ମୂଲ୍ୟ:

ଦିଲ୍ଲୀରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୪୩,୭୭୦
୨୨ କ୍ୟାରେଟ୍ – ୧,୩୧,୮୦୦
୧୮ କ୍ୟାରେଟ୍ – ୧,୦୭,୮୭୦

ମୁମ୍ବାଇରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୪୩,୬୨୦
୨୨ କ୍ୟାରେଟ୍ – ୧,୩୧,୬୫୦
୧୮ କ୍ୟାରେଟ୍ – ୧,୦୭,୭୨୦

ଚେନ୍ନାଇରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୪୪,୮୮୦
୨୨ କ୍ୟାରେଟ୍ – ୧,୩୨,୮୦୦
୧୮ କ୍ୟାରେଟ୍ – ୧,୧୦,୮୦୦

କୋଲକାତାରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୪୩,୬୨୦
୨୨ କ୍ୟାରେଟ୍ – ୧,୩୧,୬୫୦
୧୮ କ୍ୟାରେଟ୍ – ୧,୦୭,୭୨୦

ଅହମ୍ମଦାବାଦରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୪୩,୬୭୦
୨୨ କ୍ୟାରେଟ୍ – ୧,୩୧,୭୦୦
୧୮ କ୍ୟାରେଟ୍ – ୧,୦୭,୭୭୦

ଲକ୍ଷ୍ନୌରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୪୩,୭୭୦
୨୨ କ୍ୟାରେଟ୍ – ୧,୩୧,୪୬୦
୧୮ କ୍ୟାରେଟ୍ – ୧,୦୭,୮୭୦

ପାଟନାରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୪୩,୬୭୦
୨୨ କ୍ୟାରେଟ୍ – ୧,୩୧,୭୦୦
୧୮ କ୍ୟାରେଟ୍ – ୧,୦୭,୭୭୦

ହାଇଦ୍ରାବାଦରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୪୩,୬୨୦
୨୨ କ୍ୟାରେଟ୍ – ୧,୩୧,୬୫୦
୧୮ କ୍ୟାରେଟ୍ – ୧,୦୭,୭୨୦

ସୁନା ଏବଂ ରୂପା ମୂଲ୍ୟ ପ୍ରତିଦିନ ପରିବର୍ତ୍ତନଶୀଳ ହୁଏ। ଏଗୁଡ଼ିକର ମୂଲ୍ୟ ଅନ୍ତର୍ଜାତୀୟ ବଜାର, ଡଲାର-ଟଙ୍କା ବିନିମୟ ହାର ଏବଂ ଟିକସ ଭଳି କାରଣ ଉପରେ ନିର୍ଭର କରେ।

ତେଣୁ, ଯଦି ଆପଣ ଆଜି ଏହି ମୂଲ୍ୟବାନ ଧାତୁଗୁଡ଼ିକୁ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ସହରର ସର୍ବଶେଷ ମୂଲ୍ୟ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ।