fbpx

ବିବାହ ପରେ ମହିଳାଙ୍କ ଶରୀରରେ ହୋଇଥାଏ ଏହିସବୁ ପରିବର୍ତ୍ତନ, ଜାଣନ୍ତୁ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ବିବାହ ପରେ ମହିଳାମାନଙ୍କର ଜୀବନ ଅନେକ ଉପାୟରେ ବଦଳିଯାଏ । ସେହି ସମୟରେ, ପୁରୁଷଙ୍କ ତୁଳନାରେ ବିବାହ ପରେ ପ୍ରତ୍ୟେକ ମହିଳାଙ୍କଠାରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ମଧ୍ୟ ଦେଖାଯାଏ, ଯାହାକୁ ନେଇ ମହିଳା ମାନେ ନର୍ଭସ ହୋଇଯାଆନ୍ତି । ସେମାନେ ଭାବନ୍ତି ଯେ ଏହା କୌଣସି ରୋଗ କାରଣରୁ ହେଉଛି । କିନ୍ତୁ ବାସ୍ତବରେ ଡରିବାର କୌଣସି କାରଣ ନାହିଁ । ତେବେ ଚାଲନ୍ତୁ ଜାଣିବା ବିବାହ ପରେ ମହିଳାଙ୍କ ଠାରେ ହେଉଥିବା ସେହିଭଳି କିଛି ସାଧାରଣ ପରିବର୍ତ୍ତନ ।

ବିବାହପରେ ମହିଳା ମାନେ ନିଜ ଜୀବନରେ ବିଭିନ୍ନ ପ୍ରକାର ଫିଲିଂସ୍ ର ସାମନା କରନ୍ତି । ସେମାନେ ଖୁବ୍ ଖୁସି ରହିଥାନ୍ତି । ତେଣୁ ସେମାନଙ୍କ ଶରୀରରେ ହାପି ହରମୋନ୍ ରିଲିଜ୍ ହୋଇଥାଏ । ଫଳରେ ସେମାନଙ୍କ ଶାରୀରିକ ଓ ମାନସିକ ରୂପରେ ଅନେକ ପରିବର୍ତ୍ତନ ଆସିଥାଏ ।

ବିବାହ ପରେ କପଲ୍ସ ଙ୍କ ମଧ୍ୟରେ ରୋମାନ୍ସ ବଢ଼ିଥାଏ । ଏହି କାରଣରୁ ତନ୍ତ୍ରିକା ତନ୍ତ୍ର ଉତ୍ତେଜିତ ,ହୋଇଥାଏ ଓ ଶିରାରେ ଆକ୍ଟିଭିଟି ବଢ଼ିଥାଏ । ଏହି କାରଣରୁ ବ୍ରେଷ୍ଟ ସାଇଜ୍ ବଢ଼ିଥାଏ । ସେହିପରି ବିବାହ ପରେ ମହିଳାଙ୍କ ମୁହଁରେ ଗ୍ଲୋ ଆସିଥାଏ । ଏହି ସମୟରେ ଅନେକ ପ୍ରକାରର ହରମୋନ୍ ନିର୍ଗତ ହୋଇଥାଏ । ତେଣୁ ଚେହେରାର ରଙ୍ଗରେ ବି ପରିବର୍ତ୍ତନ ଆସେ ।

ଓଜନ ବି ବଢ଼ିଥାଏ । ନୂଆ ବିବାହ ପରେ ଶାରୀରିକ ସମ୍ବନ୍ଧ ରଖିବା କାରଣରୁ ବି ମହିଳାଙ୍କ ପେଟ, ଜଙ୍ଘ, ହିପ୍ସର ଓଜନ ବଢ଼ିଥାଏ । ତେଲ ଜିନିଷ ଖାଦ୍ୟ ଖାଇବା ଦ୍ୱାରା ମୁହଁରେ ବ୍ରଣ ବାହାରିବା ସ୍ୱାଭାବିକ କଥା । ଅନ୍ୟପଟେ ବିବାହ ପରେ ଶରୀରରେ ଏଷ୍ଟ୍ରୋଜେନ୍ ହରମୋନ୍ ରିଲିଜ୍ ହୁଏ । ତେଣୁ ଶରୀରରେ ବିଭିନ୍ନ ଅଙ୍ଗରେ ଚୁଟି ଉଠିଥାଏ । ଆଉ ହରମୋଡ ଗଡ଼ବଡ଼ କାରଣରୁ ପିରିଅଡ୍ ଅନିୟମିତତା ଦେଖାଦିଏ ।

Get real time updates directly on you device, subscribe now.