fbpx

ଏହି ଲକ୍ଷଣ ସୂଚାଇଦିଏ ‘ଗେ’ ହେବାର ସଙ୍କେତ

ଯେଉଁ ମହିଳାମାନେ ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ସେମାନଙ୍କୁ ‘ଲେସବିୟନ୍’ କୁହାଯାଏ । ସେହିପରି ଯେଉଁପୁରୁଷମାନେ ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି ସେମାନଙ୍କୁ ସମଲିଙ୍ଗୀ ବା ‘ଗେ’ କୁହାଯାଏ ।

ଲକ୍ଷଣ:
ଏହିପରି ଲୋକମାନେ ଆକର୍ଷଣୀୟ ପ୍ରକୃତିର ଏବଂ ସର୍ବଦା ଉତ୍ସାହିତ ରହିଥାନ୍ତି । ସେମାନେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି । ଯେତେବେଳେ ସେମାନଙ୍କ ମନରେ ସେକ୍ସ ସମ୍ବନ୍ଧୀୟ ଚିନ୍ତାଧାରା ଆସିଥାଏ, ସେତେବେଳେ ସେମାନଙ୍କ ସାମ୍ନାରେ କେବଳ ପୁରୁଷମାନେ ହିଁ ଆସିଥାନ୍ତି । ଏପରିକି ସେମାନେ ପୁରୁଷମାନଙ୍କ ନିଜ ସ୍ୱପ୍ନରେ ବି ଦେଖିଥାନ୍ତିି ।

କାରଣ:
କୁହାଯାଏ ଯେ, ହରମୋନରେ କିଛି ପରିବର୍ତ୍ତନ ଯୋଗୁଁ ଏପରି ହୋଇଥାଏ । ସାଧାରଣତଃ ଏହା ଏକ ସାଧାରଣ ପ୍ରବୃତ୍ତିର ହୋଇଥାଏ, ଯାହା କାହା ସହିତ ହୋଇପାରେ । ଏହି ସମସ୍ୟାର କୌଣସି ଚିକିତ୍ସା ମଧ୍ୟ ନାହିଁ, ଯେପର୍ଯ୍ୟନ୍ତ ବ୍ୟକ୍ତି ନିଜ ନ ଚାହିଁଛି ।

କିପରି ଜାଣିବେ
ଯଦି ଜଣେ ପୁଅ ତା’ର ପୁରୁଷ ବନ୍ଧୁ ପ୍ରତି ଅଧିକ ସଚେତନ ହୁଏ, ତେବେ ସମଲିଙ୍ଗୀ ହେବାର ସମ୍ଭାବନା ରହିଛି । ଯଦି ସେ ତାଙ୍କ ପାଇଁ ଅଧିକ ଯତ୍ନ ନିଅନ୍ତି, କିମ୍ବା ତାଙ୍କ ବିଷୟରେ ଅଧିକ ଚିନ୍ତା କରନ୍ତି, ତେବେ ଏହି ଗୁଣଗୁଡ଼ିକ ‘ଗେ’ ହେବାର ବୋଲି କୁହାଯାଏ ।

Get real time updates directly on you device, subscribe now.