fbpx

ଆଜିଠୁ JEE ମେନ୍‌ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ, ୧୬। ୩ : ଆଜିଠୁ ୧୮ ତାରିଖ ଯାଏ JEE ମେନ୍‌ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ଦେଶର ୩୩୧ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ପରୀକ୍ଷା ହେଉଛି । କୋଭିଡ କଟକଣା ଭିତରେ ରାଜ୍ୟର ୧୭ଟି ସହରରେ JEE ମେନ୍‌ ପରୀକ୍ଷା ହେବ । ଏଣିକି ବର୍ଷକୁ ୪ ଥର ଲେଖାଏଁ ହେବ JEE ମେନ୍‌ ପରୀକ୍ଷା । ଛାତ୍ରଛାତ୍ରୀ ଚାହିଁଲେ ୪ ଥର ଯାକ ପରୀକ୍ଷା ଦେଇପାରିବେ । ସର୍ବୋତ୍ତମ ରାଙ୍କ ଆଧାରରେ ଛାତ୍ରଛାତ୍ରୀଙ୍କ ନାମଲେଖ ହେବ । ଏପ୍ରିଲ ଓ ମେ ମାସରେ ମଧ୍ୟ ଆଉ ୨ଟି ପର୍ଯ୍ୟାୟ ପରୀକ୍ଷା ହେବ । ତେବେ ଫେବ୍ରୁଆରି ୨୩ରୁ ୨୬ ଯାଏ JEE ମେନ୍‌ ପ୍ରଥମ ପରୀକ୍ଷା ହୋଇଥିଲା ।

Get real time updates directly on you device, subscribe now.