fbpx

ଆଜି ବିଶ୍ୱ ମହିଳା ଦିବସ: ତ୍ୟାଗ, ସେବା, ବଳିଦାନ ପାଇଁ ମହିଳାମାନେ ସର୍ବଦା ପୂଜନୀୟ

ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ଆଜି ବିଶ୍ୱ ମହିଳା ଦିବସ । ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିପରି ରାଜ୍ୟପାଳ ଗଣେଶୀ ଲାଲ ଟ୍ୱିଟ୍ ମାଧ୍ୟମରେ ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦେବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହିଳାଙ୍କ ସଫଳତାକୁ ପ୍ରଶଂସା କରିବା ସହ ସମାଜର ନେତୃତ୍ୱ ମହିଳାମାନେ ନେବାକୁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.