• Likes
  • Followers
  • Subscribers
  • Followers
  • Android App
  • Sunday, December 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Twitter ସର୍ଭର ପୁଣି ଡାଉନ୍: ହଜାର ହଜାର ୟୁଜର୍ସଙ୍କ ଆକାଉଣ୍ଟ ଲଗ୍ ଇନ୍ ହେଉନାହିଁ

Twitter ସର୍ଭର ପୁଣି ଡାଉନ୍: ହଜାର ହଜାର ୟୁଜର୍ସଙ୍କ ଆକାଉଣ୍ଟ ଲଗ୍ ଇନ୍ ହେଉନାହିଁ

By Manas Pradhan Last updated May 2, 2023 at 8:34 AM
Twitter
Share

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କ ଟ୍ୱିଟରକୁ କିଣିବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି । ବ୍ଲୁ ଟିକ ସର୍ଭିସ, ନ୍ୟୁଜ୍ ପଢ଼ିବା ପାଇଁ ପେଡ୍ ସେବା ପରି ଏକାଧିକ ପ୍ରସଙ୍ଗକୁ ନେଇ କମ୍ପାନୀ ଚର୍ଚ୍ଚାରେ ରହିଛି । ତେବେ ଆଜି ପୁଣି ଥରେ ଟ୍ୱିଟର ସର୍ଭର ଡାଉନ୍ ଦେଖାଉଛି । ୟୁଜର୍ସ ସେମାନଙ୍କର ଆକାଉଣ୍ଟ ଲଗ୍ ଇନ୍ କରିପାରୁନାହାନ୍ତି । ଏକ ନୂଆ ସମସ୍ୟା କାରଣରୁ ୟୁଜର୍ସଙ୍କ ଆକାଉଣ୍ଟ ଲଗ୍ ଇନ୍ ହେଉନାହିଁ । ତେଣୁ ସେମାନେ ଟ୍ୱିଟରରୁ ଲଗ୍ ଆଉଟ୍ ହେଉଥିବା ଦେଖାଯାଉଛି ।

ବିଶ୍ୱର ହଜାର ହଜାର ୟୁଜର୍ସଙ୍କ ଟ୍ୱିଟର ଡାଉନ୍ ହୋଇଥିବା ଜଣାପଡ଼ିଛି । ତେଣୁ ୟୁଜର୍ସ ଟ୍ୱିଟର ଆକାଉଣ୍ଟରୁ ଲଗ୍ ଆଉଟ୍ ହେବା ସହ ପୁଣି ଥରେ ଲଗ୍ ଇନ୍ କରିପାରୁ ନାହାନ୍ତି । ଆଉଟେଜ ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ମୁତାବକ, ହଜାର ହଜାର ୟୁଜର୍ସଙ୍କ କ୍ଷେତ୍ରରେ ଏହି ସମସ୍ୟା ପରିଲକ୍ଷିତ ହେଉଛି । ଟ୍ୱିଟର ଆଉଟେଜକୁ ୩୬୦୦ରୁ ଅଧିକ ଥର ରିପୋର୍ଟ କରିଛି । ଏହି ଆଉଟେଜ କାରଣରୁ ଟ୍ୱିଟର ୟୁଜର୍ସ ଡେସ୍କଟପରୁ ନିଜ ଆପ ଲଗ୍ ଆଉଟ୍ କରୁଛନ୍ତି ଓ ପୁଣି ଥରେ ଲଗ୍ ଇନ୍ କରିପାରୁ ନାହାନ୍ତି ।

ତେବେ ଟ୍ୱିଟରରେ ଦେଖାଦେଇଥିବା ଏହି ସମସ୍ୟା ବିଷୟରେ ରେଡିଟ ୟୁଜର୍ସ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏହି ଆଉଟେଜ ବିଷୟରେ ବର୍ତ୍ତମାନ କମ୍ପାନୀ ତରଫରୁ କିଛି ସୂଚନା ଦିଆଯାଇ ନାହିଁ । ଏହି ଆଉଟେଜ କାରଣରୁ କିଛି ୟୁଜର୍ସଙ୍କ ଟ୍ୱିଟସ ଲୋଡ୍ ନ ହେବାର ସମସ୍ୟା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଟ୍ୱିଟର ବ୍ଲୁ ଟିକ୍ ପାଇଁ ୟୁଜର୍ସଙ୍କୁ ସବସ୍କ୍ରିପସନ ଚାର୍ଜ ଦେବା ନେଇ କମ୍ପାନୀ ନିକଟରେ ନିଷ୍ପତ୍ତି ନେଇଛି । ଏଣିକି ଟ୍ୱିଟର ପ୍ଲାଟଫର୍ମରେ ନ୍ୟୁଜ୍ ପଢ଼ିବା ପାଇଁ ୟୁଜର୍ସଙ୍କୁ ପଇସା ଦେବାକୁ ପଡ଼ିବ । ଏନେଇ ନିକଟରେ ଏଲନ୍ ଟ୍ୱିଟ କରି ସୂଚନା ଦେଇଥିଲେ । ଏହା ପୂର୍ବରୁ ଗତମାସ ୭ ତାରିଖରେ ମଧ୍ୟ କମ୍ପାନୀର ସର୍ଭର ଡାଉନ୍ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଏଲନ ଏନେଇ ସ୍ପଷ୍ଟିକରଣ ଦେଇଥିଲେ ।

ଆହୁରି ପଢନ୍ତୁ

ପାକିସ୍ତାନରେ ଚାଲିଛି ଅଜବ ବିବାହ, ବିବାହ ତ…

ଚପଲରେ ଲାଗିଛି ହୀରା,ସୁନା, ଦାମ୍ ଶୁଣିଲେ…

Share

Prev Post

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

Next Post

ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ; ଜିଅନ୍ତା ଜଳିଗଲେ ୪ ଜଣ ଶିଶୁ, ଅଧା ଡର୍ଜନରୁ ଅଧିକ ଗୁରୁତର

You might also like More from author
Breaking News

ପାକିସ୍ତାନରେ ଚାଲିଛି ଅଜବ ବିବାହ, ବିବାହ ତ ହୁଏ କିନ୍ତୁ ହୁଏନି ବିଦାୟୀ, ମଣ୍ଡପ ଉପରେ କନ୍ୟାକୁ…

Breaking News

ଚପଲରେ ଲାଗିଛି ହୀରା,ସୁନା, ଦାମ୍ ଶୁଣିଲେ ମୁଣ୍ଡରେ ହାତ ଦେବେ ଆପଣ, ଏହି ଦେଶରେ ହେଲା ଲଞ୍ଚ

Breaking News

ପୃଥିବୀ ପରେ ପାତାଳ ଲୋକରେ ବି ବ୍ୟାପିବାରେ ଲାଗିଛି ମହାମାରୀ, ସତର୍କ କଲେ ବୈଜ୍ଞାନିକ, ଆସୁଛି…

Breaking News

IND vs SA 3rd ODI: ଧର୍ମଶାଳାରେ କେମିତି ରହିଛି ଭାରତୀୟ ଟିମର ରେକର୍ଡ, ବ୍ୟାଟିଂ ନା ବୋଲିଂ,…

Breaking News

ଆଝାର ବଖାଣିଲା ତା ପ୍ରତି ଭାରତ କରିଥିବା ନିର୍ଯ୍ୟାତନାର କଥା, ଝାଡା-ପରିସ୍ରା ଉପରେ ବି ପ୍ରତିବନ୍ଧକ…

Breaking News

ନା ମିଳିବ DA, ନା ଉଠେଇପାରିବେ ୮ମ ବେତନ କମିଶନର ଲାଭ, ଭାଇରାଲ ମେସେଜକୁ ନେଇ ଚିନ୍ତାରେ କେନ୍ଦ୍ରୀୟ…

Prev Next
ADVERTISEMENT
ADVERTISEMENT
Odisha Bhaskar

Recent Posts

୪୮ ବଲରେ ଜୟସୱାଲଙ୍କ ଦମଦାର ସେଞ୍ଚୁରୀ, ଶତକ…

ପାକିସ୍ତାନରେ ଚାଲିଛି ଅଜବ ବିବାହ, ବିବାହ ତ…

5201314 ର ଅର୍ଥ କ’ଣ? ଏହି ଚୀନ୍…

ଚପଲରେ ଲାଗିଛି ହୀରା,ସୁନା, ଦାମ୍ ଶୁଣିଲେ…

ନା ଗୁଡ଼, ନା ଚିନି କି ମିଶ୍ରୀ, ବିନା ମିଠାରେ…

8th Pay Commission: ନୂଆ ବେତନ ଆୟୋଗ ଲାଗୁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ପାକିସ୍ତାନରେ ଚାଲିଛି ଅଜବ ବିବାହ, ବିବାହ ତ…

ଚପଲରେ ଲାଗିଛି ହୀରା,ସୁନା, ଦାମ୍ ଶୁଣିଲେ…

ପୃଥିବୀ ପରେ ପାତାଳ ଲୋକରେ ବି ବ୍ୟାପିବାରେ…

IND vs SA 3rd ODI: ଧର୍ମଶାଳାରେ କେମିତି…

Prev Next 1 of 29,745

Odisha Bhaskar is one of the leading Odia newspapers. We have a large base of readers which we have created by providing the latest news with integrity and the true spirit of journalism.

© 2025 - TK Digital All Rights Reserved.