fbpx

ବଡ ଖବର: ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା

କଟକ.୧ ।୯(ଓଡିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି । ଅନଲକ୍ ୪ ଲାଗୁ ହୋଇଥିଲେ ବି ଶିକ୍ଷାନୁଷ୍ଠାନଗୁଡିକରେ ସବୁ ନିୟମ କୋହଳ ହୋଇନାହିଁ । କରୋନାକୁ ଦୃଷ୍ଟିରେ ରଖି ରେଭେନ୍ସାରେ ୟୁଜି ଓ ପିଜି ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରେଭେନ୍ସା କୁଳପତି ଇଶାନ ପାତ୍ର ସୂଚନା ଦେଇଛନ୍ତି । ୟୁଜିସି ଗାଇଡଲାଇନ ଅନୁସାରେ ପରୀକ୍ଷା ହେବ ବୋଲି କୁଳପତି ଇଶାନ କହିଛନ୍ତି ।

Get real time updates directly on you device, subscribe now.