fbpx

ଅକ୍ଟୋବର ୧୦ରେ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ ପ୍ରିଲିମ୍‌, ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କରୋନା ଯୋଗୁଁ ସ୍ଥଗିତ ଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ପ୍ରାଶାସନିକ ସେବା (ସିଭିଲ୍‌ ସର୍ଭିସ୍‌)ର ପ୍ରିଲିମ୍‌ ପରୀକ୍ଷା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହେବ । ଏନେଇ ୟୁପିଏସ୍‌ସି ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ପାଇଁ ଆଡ଼ମିଟ୍‌ କାର୍ଡ଼ ମଧ୍ୟ ବିଭାଗର ୱେବସାଇଟ୍‌ରେ ଜାରି ହୋଇଛି । ପରୀକ୍ଷାର୍ଥୀ ସେମାନଙ୍କ ଆଡମିଟ୍‌ କାର୍ଡ଼ www.upsc.gov.in ରୁ ଡାଉନ୍‌ଲୋଡ କରିପାରିବେ ବୋଲି ୟୁପିଏସ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.