fbpx

୧୦ ଦିନ ଭିତରେ ଟିକାକରଣ

ନୂଆଦିଲ୍ଲୀ,୫ ।୧: ସାରା ଦେଶରେ ଟିକାକରଣକୁ ନେଇ ଆସିଛି ବଡ ଖବର । ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟିକାକରଣ । ଜାନୁଆରୀ ୧୩ କି ୧୪ ସୁଦ୍ଧା ଦେଶରେ ଟିକାକାରଣ ଆରମ୍ଭ ହୋଇପାରେ । ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ତେବେ କରୋନା ଟିକାକୁ ଡିସିଜିଆଇ ଦ୍ୱାରା ଜାନୁଆରୀ ୩ରେ ମଞ୍ଜୁରି ମିଳିସାରିଛି ।

Get real time updates directly on you device, subscribe now.