fbpx

ଭାରତକୁ ପୁଣି ଏକ ପଦକ, ବିନୋଦ କୁମାରଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ ରେ ପୁଣିଥରେ ଭାରତକୁ ପଦକ ମିଳିଛି । ଆଜି ତୃତୀୟ ପଦକ ଜିତିଛନ୍ତି ବିନୋଦ କୁମାର । ଡିସକସ୍ ଥ୍ରୋରେ ବିନୋଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂର୍ବରୁ ଦୁଇଟି ରୌପ୍ୟ ପରେ ଏହାକୁ ହେଉଛି ତୃତୀୟ ପଦକ । ପୂର୍ବରୁ ଭାବିନା ପଟେଲ ଓ ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ତେବେ ଭାରତ ପାଇର୍ ଆଜି ହେଉଛି ,କ ବହୁତ ବଡ ଗୌରବର ଦିନ । ଗୋଟିଏ ଦିନରେ ତିନୋଟି ପଦକ ହାସଲ କରିଛି ଭାରତ ।

Get real time updates directly on you device, subscribe now.