• Likes
  • Followers
  • Subscribers
  • Followers
  • Android App
  • Monday, June 15, 2026
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI JUNE 2026
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଖବର
  • ଆଉ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ; ଘରେ ବସି କରିପାରିବେ ବ୍ୟାଙ୍କ ଆକାଉଣ୍ଟ ଟ୍ରାନ୍ସଫର

ଆଉ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ; ଘରେ ବସି କରିପାରିବେ ବ୍ୟାଙ୍କ ଆକାଉଣ୍ଟ ଟ୍ରାନ୍ସଫର

ସଞ୍ଚୟ ଖାତା (ସେଭିଂ ଆକାଉଣ୍ଟ) ଓ ଚାଲୁ ଖାତା (କରେଣ୍ଟ ଆକାଉଣ୍ଟ) ଧାରକମାନେ ନିଜ ଖାତାକୁ ଦେଶର ଯେକୌଣସି ବ୍ୟାଙ୍କ ଶାଖାକୁ ଟ୍ରାନ୍ସଫର କରିପାରିବେ

By Manoranjan Sial On Jun 3, 2026 at 4:58 PM
Share

ନୂଆଦିଲ୍ଲୀ: ଘରେ ବସି ଗୋଟିଏ ସହରରୁ ଅନ୍ୟ ସହରକୁ ନିଜ ବ୍ୟାଙ୍କ ଆକାଉଣ୍ଟ ଟ୍ରାନ୍ସଫର କରିପାରିବେ । ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ରହିଛି । ଯଦି ଆପଣ ଅନଲାଇନରେ କରିବାକୁ ଚାହୁଁନାହାନ୍ତି, ତେବେ ଅଫଲାଇନରେ ଫର୍ମ ପୂରଣ କରିପାରିବେ।

ସଞ୍ଚୟ ଓ ଚାଲୁ ଖାତା କରିପାରିବେ ଟ୍ରାନ୍ସଫର
ସଞ୍ଚୟ ଖାତା (ସେଭିଂ ଆକାଉଣ୍ଟ) ଓ ଚାଲୁ ଖାତା (କରେଣ୍ଟ ଆକାଉଣ୍ଟ) ଧାରକମାନେ ନିଜ ଖାତାକୁ ଦେଶର ଯେକୌଣସି ବ୍ୟାଙ୍କ ଶାଖାକୁ ଟ୍ରାନ୍ସଫର କରିପାରିବେ। ଏଥିପାଇଁ ଗ୍ରାହକମାନଙ୍କୁ ବ୍ୟାଙ୍କ ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଡିଜିଟାଲ୍ ମାଧ୍ୟମରେ ଘରେ ବସି ଆକାଉଣ୍ଟ ଟ୍ରାନ୍ସଫର କରିପାରିବେ।

କିଏ କିଏ କରିପାରିବେ ଅନଲାଇନ୍ ଟ୍ରାନ୍ସଫର?
ବ୍ୟକ୍ତିଗତ ଖାତାଧାରକ: ବ୍ୟକ୍ତିଗତ ଖାତାଧାରକମାନେ ଅନଲାଇନ୍ ମାଧ୍ୟମରେ ଶାଖା ପରିବର୍ତ୍ତନ ପାଇଁ ଅନୁରୋଧ କରିପାରିବେ କିମ୍ବା ନିର୍ଦ୍ଧାରିତ ଫର୍ମ ଡାଉନଲୋଡ୍ କରି ଜମା କରିପାରିବେ। ଏନଆରଆଇ ଗ୍ରାହକ: ଏନଆରଆଇ ଗ୍ରାହକମାନେ ନେଟ୍ ବେଙ୍କିଂ ଓ ଇନ୍‌ଷ୍ଟାଣ୍ଡ ସର୍ଭିସେସ୍ କିମ୍ବା ନିକଟସ୍ଥ ଶାଖା ମାଧ୍ୟମରେ ଏହି ସୁବିଧା ପାଇପାରିବେ।
କମ୍ପାନୀର ମାଲିକ: ସୋଲ୍ ପ୍ରୋପ୍ରାଇଟରସିପ୍ ଖାତାଧାରକମାନଙ୍କ ପାଇଁ ମଧ୍ୟ ଅନଲାଇନ୍ ଓ ଅଫଲାଇନ୍ ଉଭୟ ବିକଳ୍ପ ଉପଲବ୍ଧ ରହିଛି।
ଆକାଉଣ୍ଟ ଟ୍ରାନ୍ସଫରର ଫାଇଦା କଣ? ବ୍ରାଞ୍ଚ ଟ୍ରାନ୍ସଫର କରିବା ପରେ ଗ୍ରାହକମାନେ ନିଜର ନୂତନ ବାସସ୍ଥାନ କିମ୍ବା କାର୍ଯ୍ୟସ୍ଥଳ ନିକଟରେ ବ୍ୟାଙ୍କିଙ୍ଗ୍ ସେବାର ସହଜରେ ଲାଭ ଉଠାଇ ପାରିବେ।

ଆହୁରି ପଢନ୍ତୁ

ଇଜରାଏଲ ଆକ୍ରମଣ ପରେ ଭାଙ୍ଗିଯିବ କି ଆମେରିକା ଓ…

ଭାଙ୍ଗିଲା ମମତାଙ୍କ ଦମ୍ଭ; NCPIରେ ମିଶିବେ ନିଜ…

ଏହାଦ୍ୱାରା ଚେକ୍‌ବୁକ୍, କେୱାଇସି ଅପଡେଟ୍, ଲକର୍ ସେବା ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ କାର‌୍ୟ୍ୟ ପାଇଁ ବାରମ୍ବାର ଦୂରରେ ଥିବା ଶାଖାକୁ ଯିବାର ସମସ୍ୟା ଶେଷ ହୋଇଯାଏ। ଏହା ବ୍ୟତୀତ, ଆକାଉଣ୍ଟ ନମ୍ବର, ଡେବିଟ୍ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଅଧିକାଂଶ ବ୍ୟାଙ୍କିଙ୍ଗ୍ ସୁବିଧା ସ୍ୱାଭାବିକ ଭାବରେ ଜାରି ରହେ। କେବଳ ଆକାଉଣ୍ଟର ହୋମ୍ ବ୍ରାଞ୍ଚ୍ ବଦଳିଯାଏ । ଯାହା ଗ୍ରାହକଙ୍କୁ ଅଧିକ ସୁବିଧା ଦେଇଥାଏ। ତେଣୁ ଯେବେ ବି ସହର ବଦଳାଉଛନ୍ତି, ବ୍ୟାଙ୍କ ଆକାଉଣ୍ଟକୁ ନିଶ୍ଚିତ ଭାବରେ ଟ୍ରାନ୍ସଫର କରି ନିଅନ୍ତୁ।

2YR BJP GOVT I&PR
Share

Prev Post

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଡି.କେ. ଶିବକୁମାର

Next Post

TMCର ୫୯ ବିଧାୟକଙ୍କ ସମର୍ଥନ ପତ୍ର ଗ୍ରହଣ କଲେ ବାଚସ୍ପତି, ଆଇ କିଛି ସମୟରେ ବଡ଼ ଘୋଷଣା

You might also like More from author
ଖବର

ଇଜରାଏଲ ଆକ୍ରମଣ ପରେ ଭାଙ୍ଗିଯିବ କି ଆମେରିକା ଓ ଇରାନ୍ ଶାନ୍ତି ଚୁକ୍ତି?

ଖବର

ଭାଙ୍ଗିଲା ମମତାଙ୍କ ଦମ୍ଭ; NCPIରେ ମିଶିବେ ନିଜ ଦଳର ବିଦ୍ରୋହୀ ସାଂସଦ

ଅପରାଧ

ରକ୍ତରେ ଭିଜିଲା ପ୍ରେମ ସମ୍ପର୍କ; ପ୍ରେମିକାର ବେକ କାଟିଲେ, ତା’ପରେ ନିଜ ବେକ କାଟିଲେ

ଖବର

ନିଆଁ ଗୁଜବ ପାଇଁ ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ

ଖବର

ଶେଷ ହୋଇପାରେ ଯୁଦ୍ଧ: ଜାଣନ୍ତୁ କେମିତି ହେବ ଆମେରିକା ଓ ଇରାନ ଶାନ୍ତି ଚୁକ୍ତି

Breaking News

ଓମାନରେ ବୁଡ଼ିଲା ଭାରତୀୟ ଜାହାଜ: ୧୪ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଆମେରିକୀୟ ନୌସେନା

Prev Next
ADVERTISEMENT
ADVERTISEMENT
2YR BJP GOVT I&PR
Odisha Bhaskar

Recent Posts

ବିରଳ ରେକର୍ଡ଼ କଲେ ହରମନପ୍ରୀତ: ଟି-୨୦ ବିଶ୍ୱ…

ଇଜରାଏଲ ଆକ୍ରମଣ ପରେ ଭାଙ୍ଗିଯିବ କି ଆମେରିକା ଓ…

ଭାଙ୍ଗିଲା ମମତାଙ୍କ ଦମ୍ଭ; NCPIରେ ମିଶିବେ ନିଜ…

ରକ୍ତରେ ଭିଜିଲା ପ୍ରେମ ସମ୍ପର୍କ; ପ୍ରେମିକାର…

ନିଆଁ ଗୁଜବ ପାଇଁ ଟ୍ରେନ୍‌ରୁ ଡେଇଁ ପଡ଼ିଲେ…

ଶେଷ ହୋଇପାରେ ଯୁଦ୍ଧ: ଜାଣନ୍ତୁ କେମିତି ହେବ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଇଜରାଏଲ ଆକ୍ରମଣ ପରେ ଭାଙ୍ଗିଯିବ କି ଆମେରିକା ଓ…

ଭାଙ୍ଗିଲା ମମତାଙ୍କ ଦମ୍ଭ; NCPIରେ ମିଶିବେ ନିଜ…

ରକ୍ତରେ ଭିଜିଲା ପ୍ରେମ ସମ୍ପର୍କ; ପ୍ରେମିକାର…

ନିଆଁ ଗୁଜବ ପାଇଁ ଟ୍ରେନ୍‌ରୁ ଡେଇଁ ପଡ଼ିଲେ…

Prev Next 1 of 9,797

Odisha Bhaskar is one of the leading Odia newspapers. We have a large base of readers which we have created by providing the latest news with integrity and the true spirit of journalism.

© 2026 - TK Digital All Rights Reserved.