fbpx

ଅରିନ୍ଦମଙ୍କ ଶେଷ ଦର୍ଶନ ପାଇଁ ଆସି କ’ଣ କହିଲେ ଅଭିନେତ୍ରୀ ଅନୁ ଚୌଧୁରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳିଠାରେ ହାତୀ ଅପରେସନ ଚାଲିଥିବା ବେଳେ ଓଲଟି ପଡିଥିଲା ଓଡ୍ରାଫ୍ ଟିମର ବୋଟ୍ । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ଅରିନ୍ଦମଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ ଅରିନ୍ଦମ ଜଣେ ଅଲରାଉଣ୍ଡର ଥିଲେ । ତାଙ୍କର କାହା ସହିତ ଶତ୍ରୁତା ନଥିବା ବେଳେ ସବୁବେଳେ ସମସ୍ତେ ତାଙ୍କୁ ଭାଇ ବୋଲି ଡାକିଛନ୍ତି । ବିପଦକୁ ଖାତିର ନକରି ସବୁବେଳେ ସେ ସମସ୍ୟାର ସାମ୍ନା କରନ୍ତି ।’

Get real time updates directly on you device, subscribe now.