ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା କେତେ ଥିଲା, ଶିକ୍ଷାମନ୍ତ୍ରୀଙ୍କୁ ପ୍ରତିମାସ କେଉଁ କେଉଁ ସୁବିଧା ସୁଯୋଗ ମିଳେ
ଶିକ୍ଷାମନ୍ତ୍ରୀ ଭାବରେ କେତେ ଟଙ୍କା ଦରମା ପାଉଥିଲେ ଧର୍ମେନ୍ଦ୍ର ପ୍ରଧାନ?
ଓଡିଶାଭାସ୍କର: ଦିଲ୍ଲୀର ଜନ୍ତର-ମନ୍ତରରେ ନିଟ୍ (NEET) ପେପର ଲିକ୍ ଅଭିଯୋଗକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଇସ୍ତଫା ଘୋଷଣା କରିଛନ୍ତି।
Uttarakhand Govt.
ଏହାପରେ ଅନେକ ଲୋକ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀମାନେ ପାଉଥିବା ଦରମା, ଭତ୍ତା ଏବଂ ସରକାରୀ ସୁବିଧା ବିଷୟରେ ଜାଣିବାକୁ ଉତ୍ସୁକ ଅଛନ୍ତି। ଆସନ୍ତୁ ଜାଣିବା, ସଂସଦ ସଦସ୍ୟ ଏବଂ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କୁ କେତେ ଦରମା ଦିଆଯାଏ।

