ୱାଶିଂ ମେସିନ୍ର କେଉଁ ମୋଡ୍ରେ ସବୁଠାରୁ ଅଧିକ ବିଜୁଳି ଖର୍ଚ୍ଚ ହୁଏ, ଏହି ଭୁଲ କରୁଥିଲେ ସାବଧାନ!
ଅଧିକାଂଶ ଆଧୁନିକ ୱାଶିଂ ମେସିନ୍ରେ Hot Wash ମୋଡ୍ ରହିଥାଏ, ଯେଉଁଥିରେ ସାଧାରଣତଃ ସବୁଠାରୁ ଅଧିକ ବିଜୁଳି ଖର୍ଚ୍ଚ ହୁଏ।
ଓଡିଶାଭାସ୍କର: ୱାଶିଂ ମେସିନ୍ ଆଜି ପ୍ରାୟ ପ୍ରତ୍ୟେକ ଘରର ଆବଶ୍ୟକତା ପାଲଟିଯାଇଛି। ଏହା ଲୋକଙ୍କ କପଡ଼ା ଧୋଇବା କାମକୁ ଅନେକ ସହଜ କରିଦେଇଛି। ଆଧୁନିକ ଟେକ୍ନୋଲୋଜି ସହିତ ଏବେ ୱାଶିଂ ମେସିନ୍ରେ ମଧ୍ୟ ଅନେକ ପ୍ରକାରର ମୋଡ୍ ମିଳୁଛି, ଯାହାକୁ ଲୋକେ ନିଜ ଆବଶ୍ୟକତା ଅନୁସାରେ ବ୍ୟବହାର କରୁଛନ୍ତି।
କିନ୍ତୁ ଆପଣ ଜାଣନ୍ତି କି, ପ୍ରତ୍ୟେକ ମୋଡ୍ରେ ଭିନ୍ନ ଭିନ୍ନ ପରିମାଣର ବିଜୁଳି ଖର୍ଚ୍ଚ ହୋଇଥାଏ? ଆସନ୍ତୁ ଜାଣିବା, ୱାଶିଂ ମେସିନ୍ର କେଉଁ ମୋଡ୍ରେ ସବୁଠାରୁ ଅଧିକ ବିଜୁଳି ଖର୍ଚ୍ଚ ହୁଏ।


