fbpx

ଏହି କାରଣ ପାଇଁ ମହିଳାମାନେ ଅନ୍ଧାରରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ପସନ୍ଦ କରିଥାନ୍ତି

ନିଜର ଜୀବନସାଥୀଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ପସନ୍ଦ, ନାପସନ୍ଦ ରହିଥାଏ । ଅଧିକାଂଶ ପୁରୁଷ ନିଜର ମହିଳା ସାଥୀଙ୍କ ସହ ଭିନ୍ନ ଢଙ୍ଗରେ ସମୟ ବିତାଇବାକୁ ଚାହିଁଥାନ୍ତି । ସେହିପରି ମହିଳାମାନେ ଏହି ଖୁସିର ମୁହୂର୍ତ୍ତକୁ ଅନ୍ଧାର କକ୍ଷରେ ବିତାଇବାକୁ ପସନ୍ଦ କରିଥାନ୍ତି ।

– ଏକ ସର୍ଭେରୁ ଜଣାପଡ଼ିଛି ଯେ, ୫୫ ପ୍ରତିଶତ ମହିଳା ଅନ୍ଧାରରେ ନିଜର ପାର୍ଟନରଙ୍କ ସହ ସମୟ ବିତାଇବାକୁ ଚାହିଁଥାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ମହିଳାଙ୍କର ଏହି ମାନସିକତା ପଛରେ କଣ କାରଣ ଥାଇପାରେ । ଅଧିକାଂଶ ମହିଳାମାନେ ନିଜ ପାର୍ଟନରଙ୍କ ସମ୍ମୁଖରେ ଉଲଗ୍ନ ହେବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ନିଜକୁ ବହୁତ ଲଜ୍ଜା ଅନୁଭବ କରିଥାନ୍ତି ।

– ଆଉ ଏକ ସର୍ଭେରୁ ଜଣାପଡ଼ିଛି ଯେ, ୭୩ ପ୍ରତିଶତ ମହିଳା ନିଜର ଓଜନ ବୃଦ୍ଧି କାରଣରୁ ଏପରି କରିଥାନ୍ତି । ସେମାନଙ୍କ ମନରେ ଧାରଣା ଥାଏ କି ଅଧିକ ଓଜନ ହେତୁ ତାଙ୍କର ଶରୀରକୁ ପାର୍ଟନର ପସନ୍ଦ କରିବେ ନାହିଁ । ସେମାନଙ୍କ ମନରେ ଏହି ସଙ୍କୋଚ ଭାବନା ରହିଥାଏ । ଫଳରେ ଏହି ସମସ୍ୟାକୁ ଏଡ଼ାଇବାକୁ ସେମାନେ ଅନ୍ଧକାରକୁ ଅଧିକ ପସନ୍ଦ କରିଥାନ୍ତି ।

Get real time updates directly on you device, subscribe now.