fbpx

କୁକୁର ସହିତ ମହିଳା ରଖିଲେ ଅପ୍ରାକୃତିକ ଯୌନ ସମ୍ବନ୍ଧ, ଏବେ କୋର୍ଟ ଦେବ ସଜ୍ଜା: ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଆୟର୍ଲାଣ୍ଡରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଜଣେ ୨୯ ବର୍ଷୀୟ ମହିଳାଙ୍କ ଉପରେ କୁକୁର ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ଅଭିଯୋଗ ଆସିଛି । ଏହି ମାମଲାରେ କୋର୍ଟରେ ଏକ ଶୁଣାଣି ହୋଇଥିଲା ଯେଉଁଥିରେ ଓକିଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ସେ ମହିଳାଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଛନ୍ତି।

ଦ ସନ୍ ରେ ପ୍ରକାଶ ପାଇଥିବା ଏକ ଖବର ମୁତାବକ, ଅଭିଯୁକ୍ତ ମହିଳା ଜଣକ ୨୦୧୯ରେ ଏକ ମିଶ୍ରିତ ପ୍ରଜାତିର କୁକୁର ସହିତ ଯୌନ ସମ୍ବନ୍ଧ ରଖିଥିଲେ । ଯାହା ପରେ ତାଙ୍କ ବିରୋଧରେ କୋର୍ଟରେ ଶୁଣାଣି ଚାଲିଛି । ଏହି ଘଟଣା ୨୦୧୯ ମସିହା ଡିସେମ୍ବର ମାସରେ ଶୁଣିବାକୁ ମିଳିଥିଲା । କୋର୍ଟଙ୍କ ଆଦେଶ ଅନୁସାରେ ମହିଳାଙ୍କ ପରିଚୟ ଲୁଚାଯାଇଛି ।

ତେବେ ୨୦୧୯ର ଏହି ମାମଲାକୁ କୋର୍ଟ ପୁଣିଥରେ ଶୁଣାଣି କରିଛି । ଯେଉଁଥିରେ ମହିଳାଙ୍କ ବିରୋଧରେ ପ୍ରମାଣ ଥିବା କହିଛନ୍ତି ଓକିଲ । ଏବେ ଏହି ପ୍ରମାଣ ଆଧାରରେ ମହିଳାଙ୍କୁ ସଜ୍ଜା ମିଳିପାରେ । ଅନ୍ୟପଟେ ମହିଳାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ କିଛି ଦିନର ସମୟ ମାଗିଛନ୍ତି । କାରଣ ମହିଳା ଜଣକ କୋର୍ଟରେ ମହିଳା ଉପସ୍ଥିତ ନଥିଲେ । ଜଜ୍ ମାମଲାକୁ ମାସ ଶେଷ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି ।

Get real time updates directly on you device, subscribe now.