fbpx

ପୌର ନିର୍ବାଚନ ପାଇଁ ମାମଲା ଦାଏର

ଭୁବନେଶ୍ୱର: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର ହୋଇଛି । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ । କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପିଟିସନ୍ ଦାଖଲ କରିଥିବାବେଳେ ପୁରୀ ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଦ୍ୱାରା ପିଟିସନ୍ ଦାଖଲ କରିଛନ୍ତି । ୩ଟି ଯାକ ମାମଲାର ଆଡଭୋକେଟ ଅଛନ୍ତି ପୀତାମ୍ବର ଆଚାର୍ଯ୍ୟ ।

Get real time updates directly on you device, subscribe now.