fbpx

ରାଜ୍ୟରେ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ, ପ୍ରବଳ କାଚିବ

ଭୁବନେଶ୍ୱର,୧୦ ।୯(ଓଡିଶା ଭାସ୍କର): ରାଜ୍ୟରେ ଆଗାମୀ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୧ ସେପ୍ଟେମ୍ବର ନିମନ୍ତେ ରାଜ୍ୟର ୨୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୧-୧୨ ସେପ୍ଟେମ୍ବରରେ ୧୨ଟି ଜିଲ୍ଲା, ୧୨-୧୩ ସେପ୍ଟେମ୍ବର ପାଇଁ ୫ଟି ଜିଲ୍ଲା, ୧୩-୧୪ ସେପ୍ଟେମ୍ବର ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ରାଜ୍ୟର ୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୧୪-୧୫ ସେପ୍ଟେମ୍ବର ଯାଏଁ ରାଜ୍ୟର ୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.