YouTubeରେ ଏବେ ଏମିତି ଗଣାଯିବ ଭ୍ୟୁ, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ, କ୍ରିଏଟରଙ୍କ ଉପରେ ପଡ଼ିବ ପ୍ରଭାବ!
କମ୍ପାନୀର ନୂଆ ନିୟମ ଅନୁସାରେ, ଭିଡିଓର ପ୍ଲେବ୍ୟାକ୍ ଆରମ୍ଭ ହେବା ମାତ୍ରେ ଗୋଟିଏ ଭ୍ୟୁ ଗଣାଯିବ।
ନୂଆଦିଲ୍ଲୀ: YouTube ଦେଶର ଏକ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ। ଏଠାରେ ଅଧିକାଂଶ ଲୋକ ସକ୍ରିୟ ରହିଥାନ୍ତି ଏବଂ ମନୋରଞ୍ଜନ ପାଇଁ ନିଜ ପସନ୍ଦର ଭିଡିଓ ଦେଖନ୍ତି। ଏହା ସହିତ ଏହି ପ୍ଲାଟଫର୍ମ ମାଧ୍ୟମରେ ଅନେକ କଣ୍ଟେଣ୍ଟ କ୍ରିଏଟର ପ୍ରତିମାସ ଭଲ ରୋଜଗାର ମଧ୍ୟ କରୁଛନ୍ତି।


