fbpx

ଗଠନ ହେଲା ପ୍ରିଜନ୍ ଡେଭଲପମେଣ୍ଟ ବୋର୍ଡ: ଜେଲର ଆଧୁନିକୀକରଣ ଉପରେ କରିବ କାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ପ୍ରିଜନ୍ ଡେଭଲପମେଣ୍ଟ ବୋର୍ଡ ଗଠନ କଲେ ରାଜ୍ୟ ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ବୋର୍ଡ । ଗୃହ, ଅର୍ଥ, ଆଇନ ସହ ୧୦ ବିଭାଗର ସଚିବ, ଏବଂ ଡିଜି ପ୍ରିଜନଙ୍କୁ ନେଇ ବୋର୍ଡ ଗଠିତ ହୋଇଛି । ଜେଲଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହ ଆଧୁନିକୀକରଣ ଦିଗରେ କାର୍ଯ୍ୟ କରିବ ବୋର୍ଡ । ପ୍ରତି ୬ ମାସରେ ଅତି କମରେ ଥରେ ବୋର୍ଡର ବୈଠକ ନେଇ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.