Browsing Category

IPL

ରାହାଣେଙ୍କ ଅବସର ପରେ ସଚିନଙ୍କ ସହ କ’ଣ ହୋଇଥିଲା କଥା? ସାମ୍ନାକୁ ଆସିଲା ପୂରା ଘଟଣା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ଅଜିଙ୍କ୍ୟ ରାହାଣେ ଗତ ମାସ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଅବସର ଘୋଷଣା ପରେ ସେ ୟୁରୋପିଆନ୍ ଟି-୨୦ ପ୍ରତିଯୋଗିତା ପାଇଁ Amsterdam…

ଆୟର୍ଲାଣ୍ଡକୁ ହରାଇ ବିଶ୍ୱକପ ପାଇଁ ସ୍ଥାନ ପକ୍କା କଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ୨୦୨୭ ଦିନିକିଆ ବିଶ୍ୱକପ୍‌ରେ ସିଧାସଳଖ ସ୍ଥାନ ପାଇଛି। ସୋମବାର, ଅଗଷ୍ଟ ୧୦ ତାରିଖରେ ବେଲଫାଷ୍ଟର ସିଭିଲ୍ ସର୍ଭିସ୍ କ୍ରିକେଟ୍ କ୍ଲବ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ…

ସୌରଭ ଏବଂ ପତ୍ନୀ ଡୋନାଙ୍କୁ ହତ୍ୟା ଧମକ, ମାମଲା ରୁଜୁ ପରେ ପୋଲିସ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ଗତ କିଛି ମାସ ଧରି ଏକାଧିକ ଧମକପୂର୍ଣ୍ଣ ଚିଠି ମିଳିଥିବା ଜଣାପଡ଼ିଛି। ଏଥିରୁ ଗୋଟିଏ ଚିଠିରେ ସୌରଭ…

ନୀତିଶଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ଲକ୍ଷ୍ମଣ

ନୂଆଦିଲ୍ଲୀ : VVS ଲକ୍ଷ୍ମଣ କହିଛନ୍ତି ଯେ, ଭାରତୀୟ ଅଲ୍‌ରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କ ବାରମ୍ବାର ଆଘାତ ସମସ୍ୟା ଉପରେ BCCI ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ନଜର ରଖିଛି। ନୀତିଶଙ୍କ ଫିଟନେସ୍‌ ଉନ୍ନତ କରିବା ସହ…

କାହିଁକି କୋଚ୍‌ ହେବାକୁ ମନା କରିଥିଲେ VVS ଲକ୍ଷ୍ମଣ ? ନିଜେ କହିଲେ କାରଣ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ସିରିଜ୍‌ର ପ୍ରଥମ ଟେଷ୍ଟ ଗାଲେ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯିବ। ୱାର୍ଲ୍ଡ ଟେଷ୍ଟ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ସାଇଙ୍କ ସ୍ଥାନ ନେବେ ସରଫରାଜ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳରେ ଆହତ ସାଇ ସୁଦର୍ଶନଙ୍କ ସ୍ଥାନରେ ମୁମ୍ବାଇର ଷ୍ଟାର ବ୍ୟାଟର ସରଫରାଜ ଖାନ୍‌ଙ୍କୁ ସାମିଲ କରାଯାଇଛି। ଭାରତୀୟ କ୍ରିକେଟ୍‌…

୨୦୨୭ ବିଶ୍ୱକପ୍ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌କୁ ବଡ଼ ଝଟକା, ମିଳିବନି ସିଧା ଟିକେଟ

ନୂଆଦିଲ୍ଲୀ : ୱାନ୍‌ଡେ କ୍ରିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌ର ଖରାପ ପ୍ରଦର୍ଶନ ଜାରି ରହିଛି। ଦୁଇଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ୨୦୨୭ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ହାସଲ…

ଶୁଭମନ ଗିଲ୍‌ଙ୍କ ଇଚ୍ଛା ହେବ ପୂରଣ, ୧୦ ବର୍ଷ ପରେ ଫେରିବ ପୁରୁଣା ଦିନିକିଆ ଫର୍ମାଟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଦିନିକିଆ ଫର୍ମାଟ୍‌କୁ ଅଧିକ ରୋମାଞ୍ଚକର କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇପାରେ। ଆସନ୍ତା ୧୨ ରୁ ୧୮ ମାସ ମଧ୍ୟରେ ତ୍ରି-ଦିନିକିଆ ସିରିଜ୍ (ଟ୍ରାଇ-ସିରିଜ୍) ପୁଣିଥରେ…

ଚିନ୍ତାରେ ଭାରତୀୟ ମହିଳା ଦଳ : Hamstring ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଜେମିମା ରଡ୍ରିଗ୍ସ

ନୂଆଦିଲ୍ଲୀ : ହାମଷ୍ଟ୍ରିଙ୍ଗ୍ ଆଘାତ କାରଣରୁ ଭାରତୀୟ ମହିଳା ବ୍ୟାଟର ଜେମିମା ରଡ୍ରିଗ୍ସ ଚାଲିଥିବା 'Women's Hundred' ରୁ ବାଦ୍ ପଡ଼ିଛନ୍ତି। ଏହା Southern Brave ଦଳ ପାଇଁ ଏକ ବଡ଼ ଝଟକା ହୋଇଥିବାବେଳେ ଆଗାମୀ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ସାଇ ସୁଦର୍ଶନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କ ପାଦରେ ଲାଗିଥିବା ଆଘାତ କାରଣରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି ବୋଲି…