Browsing Category
ରାଜ୍ୟସଭା
Stay connected with us to get the latest news on each election in India.
ମମତା ମହାନ୍ତ ଭରିଲେ ନାମାଙ୍କନ, ଜିତିବା ସୁନିଶ୍ଚିତ!, ରାଜ୍ୟସଭା ପାଇଁ ରାଜନୀତି ମଇଦାନରେ ପ୍ରାର୍ଥୀ କରିଛି ବିଜେପି…
ଓଡିଶା ଭାସ୍କର: ଶଙ୍ଖ ଛାଡି ପଦ୍ମ ଦଳରେ ଯୋଗ ଦେଇଥିବା ମମତା ମହାନ୍ତ ଆଜି ନାମାଙ୍କନ ଭରିଛନ୍ତି । ବିଧାନସଭାରେ ସେ ନିଜର ନାମାଙ୍କନ ବା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କର ଜିତିବାକୁ ନେଇ ମଧ୍ୟ ବିଜେପି ପ୍ରାୟ…
୮ ରାଜ୍ୟର ୯ଟି ରାଜ୍ୟସଭା ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଜାଣନ୍ତୁ କାହାକୁ କେଉଁଠାରୁ ମିଳିଲା ଟିକେଟ
ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ତାଲିକା ଜାରି କରିଛି। ବିଜେପି ୮ଟି ରାଜ୍ୟର ୯ ରାଜ୍ୟସଭା ଆସନ ପାଇଁ ସୂଚୀ ଜାରି କରିଛି। କିରଣ ଚୌଧରୀ ହରିୟାଣାରୁ ଥିବା ବେଳେ…
ଶଙ୍ଖ ଛାଡିଲେ, ପଦ୍ମ ଧରିଲେ ମମତା, ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ ମମତା ମହନ୍ତ
ଓଡିଶା ଭାସ୍କର: ଶଙ୍ଖ ଛାଡିଛନ୍ତି ମମତା ମହନ୍ତ । ବିଜୁ ଜନତା ଦଳ ଛାଡିବା ପରେ ଏବେ ମମତା ପଦ୍ମ ଧରିଛନ୍ତି । ବିଜେପିରେ ସେ ଯୋଗ ଦେଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମମତା ମହନ୍ତ ବିଜେପିରେ ସାମିଲ ହୋଇଥିବା…
ସଂସଦ ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ରାଜନାଥ ସିଂହ କଲେ ବିରୋଧୀଙ୍କୁ ଅପିଲ
ଓଡିଶା ଭାସ୍କର: ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି, କୌଣସି ସାଂସଦ ସଂସଦରେ କହିବା ସମୟରେ ଅନ୍ୟ ସାଂସଦ ସେଥିରେ ହସ୍ତକ୍ଷେପ…
ସାଥ୍ ଦେବନି BJD… ରାଜ୍ୟସଭାରେ ସରକାରଙ୍କୁ ସପୋର୍ଟ କରିବନି ବିଜେଡି: ନବୀନ ଦେଲେ ରଣହୁଙ୍କାର
ଓଡ଼ିଶା ଭାସ୍କର: ଓଡ଼ିଶାରେ ବଦଳିଯାଇଛି ରାଜନୀତିର ମାନଚିତ୍ର । ବଦଳିଛି ସରକାର, ବଦଳିଛନ୍ତି ମୁଖ୍ୟମନ୍ତ୍ରୀ ଆଉ ବଦଳିଯାଇଛି ଶାସନ କରିବାର ଫର୍ମୁଲା । ଏହାସହିତ ବଦଳି ଯାଇଛି ସମ୍ପର୍କ ଏବଂ ମାନସିକତା । ଗତବର୍ଷ ସଂସଦ…
ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ; ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ
ଭୁବନେଶ୍ୱର: (ଓଡ଼ଶା ଭାସ୍କର) ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ । ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ । ଆଜି ସକାଳ ଆଠରୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ…
କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ: କଂଗ୍ରେସରୁ ୩ ଓ ବିଜେପିରୁ ୧ ପ୍ରାର୍ଥୀ ବିଜୟୀ
ବେଙ୍ଗାଲୁର: କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ମଧ୍ୟରୁ ୩ଟିରେ କଂଗ୍ରେସ ବିଜୟୀ ହୋଇଛି। ଅପରପକ୍ଷେ ଚତୁର୍ଥ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରେ ଦଳୀୟ ହ୍ୱିପ୍ ଉଲ୍ଲଂଘନ କରି ଜଣେ ବିଜେପି ବିଧାୟକ…
ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଦେବାଶିଷ ଓ ଶୁଭାଶିଷ
ଓଡ଼ିଶା ଭାସ୍କର: ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଆଜି ନବୀନ ନିବାସରେ ଏହି ଭେଟଘାଟ…
ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୩ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ…
ପେଡ୍ ନ୍ୟୁଜ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ: ECI
ନୂଆଦିଲ୍ଲୀ: ପେଡ୍ ନ୍ୟୁଜ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି । ପେଡ୍ ନ୍ୟୁଜ ଅଭିଯୋଗ ଆସିଲେ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରିବ । ଅଭିଯୋଗ ସତ ହୋଇଥିଲେ, ସମସ୍ତେ…
