fbpx
Browsing Category

ଅଲିମ୍ପିକ୍

ଦିନକ ପରେ ପ୍ୟାରିସ ଅଲମ୍ପିକ୍ସ: ଅଲମ୍ପିକ୍ସରେ କେତେ ସଫଳ ହେବ ‘ଭାରତୀୟ ଖେଳର ନ୍ୟୁକ୍ଲିୟସ’….

ଓଡିଶା ଭାସ୍କର: ଭାରତୀୟ ଖେଳର ସ୍ୱାସ୍ଥ୍ୟ ଅଲମ୍ପିକ୍ସରେ ବନ୍ଧୁକଚାଳନାର ପ୍ରଦର୍ଶନ ଉପରେ ନିର୍ଭର କରିବ । ବିଡମ୍ବନାର ବିଷୟ ଏହା ଯେ, ଗତ ରିଓ ଓ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ବନ୍ଧୁକଚାଳନା ଦଳ କୌଣସି ପଦକ ଜିତି ପାରି…

ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଉ ଜଣେ ଭାରତୀୟ ଖେଳାଳିଙ୍କ ଅବସର: ବିଶ୍ୱକପ ଦଳରେ ଥିଲେ ସାମିଲ

ନୂଆଦିଲ୍ଲୀ: କିଛି ଦିନ ଭିତରେ ଭାରତୀୟ କ୍ରୀଡ଼ା ଜଗତରେ ଅନେକ ଖେଳାଳି ଅବସର ଘୋଷଣା କରିଛନ୍ତି । କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ଖେଳାଳି ବିରାଟ କୋହଲି ଟି-୨୦ ଫର୍ମାଟରୁ ବିଦାୟ ନେଇଛନ୍ତି । ଏହାପରେ…

Paris olympics 2024: ପ୍ୟାରିସ ଅଲମ୍ପିକ୍ସ ପୂର୍ବରୁ ବିସିସିଆଇର ବଡ ଫଇସଲା, ଭାରତୀୟ ଆଥଲେଟଙ୍କୁ ଦେବ ୮.୫ କୋଟି

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସ ୨୬ ଜୁଲାଇରେ ଶୁଭାରମ୍ଭ ହେବ । ଖେଳର ମହାକୁମ୍ଭରେ ଲଢିବେ ମୋଟ ୧୦ ହଜାର ପ୍ରତିଯୋଗୀ । ଭାରତ ମଧ୍ୟ ଏଥିରେ ଭାଗ ନେଇ ସାରା ବିଶ୍ୱରେ ନିଜର ତ୍ରିରଙ୍ଗା ଲହରାଇବା ପାଇଁ ପ୍ରସ୍ତୁତ ।…

Paris Olympics 2024: କାନାଡା ଟିମ୍‌ରେ ଲାଗିବ ପଞ୍ଜାବୀ ତଡକା! ଅଲମ୍ପିକ୍ସରେ କାନାଡା ଦଳରୁ ଖେଳିବେ ଭାରତୀୟ ବଂଶୋଦ୍ଭବ ଏହି ଆଥଲେଟ

ଓଡିଶା ଭାସ୍କର: ଖେଳର ମହାକୁମ୍ଭ ଅଲମ୍ପିକ୍ସର ୩୩ ତମ ସଂସ୍କରଣ ପ୍ୟାରିସରେ ଆଉ ୬ ଦିନ ପରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀ ଦିନରାତିକୁ ଏକ କରି ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି…

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ କୁକୁରଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ସୁରକ୍ଷା ପାଇଁ CRPF ର ଦୁଇଟି ଦଳ ଚୟନିତ

ଓଡିଶା ଭାସ୍କର: ୨୬ ଜୁଲାଇରେ ଝଲସିବ ପ୍ୟାରିସ । ରଙ୍ଗାରଙ୍ଗ ଉତ୍ସବରେ ସାରା ବିଶ୍ୱ ରଙ୍ଗାୟିତ ହୋଇ ଉଠିବ । ୧୧ ଅଗଷ୍ଟ ଯାଏଁ କ୍ରୀଡାର ଏହି ମହାକୁମ୍ଭ ଅଲମ୍ପିକ୍ସ ଚାଲିବ । ସାରା ବିଶ୍ୱରୁ ପ୍ରାୟ ୧୦ ହଜାର ପ୍ରତିଯୋଗୀ…

କିଶୋର ଜେନାଙ୍କୁ ନୀରଜଙ୍କ ବାର୍ତ୍ତା ‘Go For Paris’ , ହୃଦୟକୁ ଛୁଇଁବ ଏ କାହାଣୀ…..

ଓଡିଶା ଭାସ୍କର: କିଶୋର ଜେନା! ଯାହାଙ୍କୁ ଓଡିଶାର ଲୋକ ଖୁସିରେ ଜେନା ବାବୁ ମଧ୍ୟ ସମ୍ବୋଧନ କରନ୍ତି । ଯିଏ ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ଛତ୍ରଛାୟାରେ ସର୍ବଦା ରହି ଆସିଛନ୍ତି । ଏସିଆନ ଗେମ୍ସରେ ମଧ୍ୟ ସେ ନୀରଜଙ୍କ ସହ…

ଅଲମ୍ପିକ୍ସରେ ପାକିସ୍ତାନଠୁ କେତେ ଆଗରେ ରହିଛି ଭାରତ, କିଏ କେତେ ପଦକ ଜିତିଛି, ଜାଣନ୍ତୁ…

ଓଡିଶା ଭାସ୍କର: ପ୍ୟାରିସରେ ଖେଳାଯିବ ଖେଳର ମହାକୁମ୍ଭ ଅଲମ୍ପକ୍ସ । ୨୬ ଜୁଲାଇରୁ ଏହା ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଫ୍ୟାନ୍ସ ମଧ୍ୟ ପ୍ୟାରିସ ଅଲମ୍ପିକ୍ସକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।…

ସୁନା ଝିଅର ସୁନାକୁ ଅପେକ୍ଷା, ‘ପ୍ୟାରିସରେ ମୁଁ ଗୋଲ୍ଡ ହିଁ ଜିତିବି’, ବକ୍ସର ଲଭଲିନାଙ୍କ ଆଶା ଭାରତକୁ ଦେଉଛି ବିଶ୍ୱାସ

ଓଡିଶା ଭାସ୍କର: ଭାରତର ଷ୍ଟାର ବକ୍ସର ଲଭଲିନା ବୋରଗୋହେନ ପ୍ୟାରିସ ଅଲମ୍ପିକ୍ସ ପୂର୍ବରୁ ଜବରଦସ୍ତ କନଫିଡେନ୍ସରେ ଅଛନ୍ତି । ସେ ଅଲମ୍ପିକ୍ସରେ ସୁନା ହିଁ ଜିତିବେ ବୋଲି ଦୃଢତାର ସହ କହିଛନ୍ତି । ଗତ ଟୋକିଓ ଅଲମ୍ପିକ୍ସରେ…

ପ୍ୟାରିସରେ ଉଡିବ ତ୍ରିରଙ୍ଗା, ସିନ୍ଧୁ – ଶରତ ଉଦଘାଟନୀ ସମାରୋହରେ ଧରିବେ ଭାରତର ଧ୍ୱଜା

ଓଡିଶା ଭାସ୍କର: ଭାରତର ଶୀର୍ଷ ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପ୍ୟାରିସ ଅଲମ୍ପିକ୍ସରେ ମହିଳା ଧ୍ୱଜାବାହକ ରହିବେ । ସେପଟେ ପ୍ୟାରିସ ଅଲମ୍ପିକ୍ସରେ, ଲଣ୍ଡନ ଅଲମ୍ପିକ୍ସରେ କାଂସ୍ୟ ଜିତିଥିବା ବନ୍ଧୁକଚାଳକ…

ପ୍ୟାରିସ ଅଲମ୍ପିକ୍ସରେ ପ୍ରତିନିଧିତ୍ୱ କରିବେ ୨ ଓଡ଼ିଆ : ୧୫ ଲକ୍ଷ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ୟାରିସ୍ ଅଲମ୍ପିକ୍ସରେ ଦୁଇ ଓଡ଼ିଆ ତାରକା ଅଂଶଗ୍ରହଣ କରିଛନ୍ତି । ଓଡିଶାର ଦୁଇ ତାରକା କିଶୋର ଜେନା ଏବଂ ଅମିତ ରୋହି ଦାସଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି…