ମେ ୨୬ରେ ଦେଖାଦେବ ଚଳିତ ବର୍ଷର ପ୍ରଥମ ବ୍ଲଡମୁନ୍

ଓଡିଶା ଭାସ୍କର ବ୍ୟୁରୋ: ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ, ତାହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇନଥାଏ । ସେହି ସମୟରେ ସୂର୍ୟ୍ୟର ଝାପସା କିରଣ ଚନ୍ଦ୍ରପୃଷ୍ଠରେ ପଡୁଥିବାରୁ ଏହା ଖାଲି ଆଖିକୁ ଦେଖାଯାଏ ।…

୧୨ରୁ୧୬ ସପ୍ତାହ ଯାଏ ବଢ଼ିଲା କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ଭୟାବହ ବଢ଼ୁଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । କେନ୍ଦ୍ରର ନିଷ୍ପତି ମୁତାବକ ମେ ପହିଲାରୁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିବିଶେଷଙ୍କ ଟିକାକରଣ ଆରମ୍ଭ ହୋଇଛି ।…

ଓଡିଶା ଉପରେ ନାହିଁ ବାତ୍ୟା ଭୟ

ନୂଆଦିଲ୍ଲୀ, ୧୩/୦୫ : ୨୦୨୧ର ପ୍ରଥମ ବାତ୍ୟା "ତଉକ୍ତେ" ଆରବ ମହାସାଗରେ ସୃଷ୍ଟି ହେବାକୁ ଯାଉଛି । ମେ ୧୬ ତାରିଖରେ ଏହା ବାତ୍ୟା ରୁପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ତେବେ ଏହାର ପ୍ରଭାବ ଓଡିଶା…

ଦୂର ହେବ ଟିକା ସମସ୍ୟା: ଡିସେମ୍ବର ମାସ ସୁଦ୍ଧା ୨୧୬ କୋଟି ଟିକା

ନୂଆଦିଲ୍ଳୀ, ୧୩/୦୫ : କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଦେଶରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଟିକାର ଘୋର ଅଭାବ ଦେଖାଦେଇଛି । ହେଲେ ଆଜି ନୀତି ଆୟୋଗଙ୍କ ପକ୍ଷରୁ ସୁଚନା ଦିଆଯାଇଛି ଯେ,…

ଲଣ୍ଡନରେ ରହୁଥିବା ୫ ବର୍ଷିୟ ଓଡିଆ ଶିଶୁଙ୍କ ଠାରୁ ସାମ୍ପଲ ସଂଗ୍ରହ କଲେ ଅକ୍ସଫୋର୍ଡ ବିଶେଷଜ୍ଞ, ପୁର୍ବରୁ ବାପାଙ୍କ ଶରୀରରେ ହୋଇଥିଲା ହ୍ୟୁମାନ୍…

ସମ୍ବଲପୁର, ୧୩/୦୫ : କୋଭିଡ୍ ସ୍ଥିତି ଭୟଙ୍କର ହେଉଥିବା ବେଳେ ଏବେ ଶିଶୁଙ୍କ ପାଇଁ ମଧ୍ୟ ଟିକା ଟ୍ରାଏଲ୍ ନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଟ୍ରାଏଲ୍ ସଫଳ ହେଲେ ୨ ବର୍ଷରୁ ୧୮ ବର୍ଷ ବର୍ଗର ଲୋକ ମାନଙ୍କୁ ଟିକା…

ଏଣିକି ଲକଡାଉନରେ କରିପାରିବେ ନାହିଁ ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ

ଭୁବନେଶ୍ୱର, ୧୩/୦୫ : ଚଳିତ ମାସ ୫ ତାରିଖରୁ ରାଜ୍ୟବ୍ୟାପୀ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ଜରୁରୀକାଳୀନ କାର୍ଯ୍ୟକୁ ଅନୁମତି ଦିଅଯାଇଥିବା ବେଳେ ଅନ୍ୟସବୁ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ଅନ୍ୟ…

ବେଙ୍ଗାଲୁରୁରେ କରୋନା ସୁପର ସ୍ପ୍ରେଡର୍: କୁମ୍ଭମେଳା ଫେରନ୍ତା ୬୭ ବର୍ଷିୟ ମହିଳା କଲେ ୩୩ ଜଣଙ୍କୁୁ ସଂକ୍ରମିତ

ବେଙ୍ଗାଲୁରୁ, ୧୩/୦୫: ବର୍ତ୍ତମାନ ସମୟରେ ଦେଶ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛି । କେନ୍ଦ୍ର ତଥା ରାଜ୍ୟ ସରକାର ବାରମ୍ବାର ସଚେତନ ରହିବାକୁ ଲୋକଙ୍କୁ ଅପିଲ୍ କରୁଛନ୍ତି । ହେଲେ କିଛି ଏପରି ଲୋକ ଅଛନ୍ତି ଯେଉଁ…

#Atmanirbhar ବର: ନିଜ ବାହାଘରରେ ନିଜେ ବାଜା ବଜାଇଲେ ବର, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ସଂକ୍ରମଣ ବେକାବୁ ହେଉଥିବା ବେଳେ ବିବାହ, ଅନ୍ତ୍ୟୋଷ୍ଟି କ୍ରିୟା ଏବଂ ଅନ୍ୟାନ୍ୟ ଉତ୍ସବ ଉପରେ କଟକଣା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ସରକାର ଘୋଷଣା କରିଛନ୍ତି…

ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା ତାରିଖ

ନୂଆଦିଲ୍ଲୀ, ୧୩/୦୫ : କୋଭିଡ୍ ସଂକ୍ରମଣ ସ୍ଥିତି ଭୟଙ୍କର ହେଉଥିବାରୁ ବିଭିନ୍ନ ପରୀକ୍ଷାକୁ ଏବେ ବନ୍ଦ କରିଦିଆଯାଇଛି । ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ଏପରି ନିଷ୍ପତି ନିଆଯାଉଥିବା ବେଳେ ଆଜି ଆଉ ଏକ…

ବଢ଼ିବ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ଅବଧି, ୧୨-୧୬ ସପ୍ତାହ ପରେ ଦେବାକୁ ସୁପାରିଶ

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ତେଣୁ ଏବେ ପ୍ରଥମ ଡୋଜ୍ ଟିକା ନବୋ ପରେ ଦ୍ୱିତୀୟ ଡୋଜ୍ ଟିକା ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା…