Browsing Category

ଖବର

ବଜ୍ରପାତରେ ମହିଳା ଚାଷୀଙ୍କ ମୃତ୍ୟୁ; ଅନ୍ୟ ଜଣେ ମେଡିକାଲରେ

ଭୁବନେଶ୍ୱର: ଚାଷ ବେଳ। ତେଣୁ କାମ ଅଧାରୁ ଉଠି ମେଳି ହୋଇ ବିଲ ହିଡ଼ରେ ବସି ପଖାଳ ଖାଉଥିଲେ। ହେଲେ ଦୁର୍ଭାଗ୍ୟକୁ ବଜ୍ରପାତ ହେଲା। ଆଉ ଅଫେରା ପଥରେ ଚାଲିଗଲେ ଜଣେ ମହିଳା ଚାଷୀ। ଆଉ ଜଣେ ମହିଳା ଚାଷୀ ବଞ୍ଚିବା ପାଇଁ…

ଜୟନାରାୟଣଙ୍କ ବୟାନକୁ ନେଇ ପୁଣି ବିବାଦ, କହିଲେ “ସମ୍ବଲପୁରୀ ହିଁ ଓଡ଼ିଶାର ମୂଳ ଭାଷା !”

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗୁରୁବାର ଓଡ଼ିଆ ଭାଷାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଓଡ଼ିଆ ଭାଷା ଉପରେ ବଙ୍ଗାଳୀ ଭାଷାର ପ୍ରଭାବ ରହିଛି ବୋଲି ସେ ଦାବି…

ପାଠପଢ଼ା ବେଳେ କ୍ଲାସ୍‌ରୁମ୍‌ରେ ପଶିଲା ନାଗ, ଭୟରେ ଛାତ୍ରଛାତ୍ରୀ

ହାଇଦ୍ରାବାଦ : ହାଇଦ୍ରାବାଦର ଏକ ସ୍କୁଲରେ ଦଶମ ଶ୍ରେଣୀର ପାଠପଢ଼ା ଚାଲିଥିବା ବେଳେ ହଠାତ୍ ଏକ ନାଗ ସାପ ଶ୍ରେଣୀଗୃହ ଭିତରକୁ ପଶିଆସିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଶିକ୍ଷକ ପାଠ ପଢ଼ାଉଥିବା ସମୟରେ…

ବନ୍ଦରରେ ଛିଡ଼ା ହୋଇଥିଲା ମାଲବାହୀ ଜାହାଜ: ଲାଗିଲା ନଆଁ, ପୋଡ଼ିହୋଇ ୨୦ ମୃତ

ବେଜିଂ: ମରାମତି ପାଇଁ ଚୀନର ଚିଙ୍ଗଦାଓ ବନ୍ଦରରେ ଛିଡ଼ା ହୋଇଥିଲା ମାଲବାହୀ ଜାହାଜ। ହେଲେ ହଠାତ ଲାଗିଲା ନିଆଁ। ଯେଉଁଥିରେ ପୋଡ଼ିହୋଇ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା। ୫ରୁ ଅଧିକ ନିଖୋଜ ହୋଇଥିବା ଜଣାପଡ଼ିଛି। ରିପୋର୍ଟ…

ପଶାପାଲିରେ ନନ୍ଦିଗ୍ରାମ: ପୁଣି ଥରେ ମମତା ଓ ଶୁଭେନ୍ଦୁ ଲଢ଼େଇ!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ନନ୍ଦିଗ୍ରାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ନନ୍ଦିଗ୍ରାମରୁ ନିର୍ବାଚନ…

୨୦୪୦ରେ ଚନ୍ଦ୍ରକୁ ମଣିଷ ପଠାଇବ ଭାରତ, ୨୦୩୫ରେ ହେବ Space Station

ନୂଆଦିଲ୍ଲୀ: ଭାରତର ମହାକାଶ କ୍ଷେତ୍ର ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଗୁରୁବାର ପ୍ୟାରିସ୍‌ରେ ଚାଲିଥିବା ଇଣ୍ଟରନ୍ୟାସନାଲ୍ ସ୍ପେସ୍ ସମିଟ୍‌କୁ…

ହୁତିଙ୍କ କବ୍‌ଜାରେ ଲୋହିତ ସାଗର! ବଢ଼ିଲା ସାଉଦି ଆରବର ଚିନ୍ତା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ହୁତି ବିଦ୍ରୋହୀମାନେ ୟେମେନ ସରକାରକୁ ଝଟକା ଦେଇଛନ୍ତି। ସେମାନେ ଲୋହିତ ସାଗର କୂଳର ମୋଚା ସହରକୁ ନିୟନ୍ତ୍ରଣ ନେଇଥିବା ଦାବି କରିଛନ୍ତି। ମୋଚା ସହର ବାବ-ଅଲ-ମନ୍ଦେବଠାରୁ…

ଲଦାଖ ଦାବିକୁ ନେଇ ପୁଣି ଆନ୍ଦୋଳନର ଚେତାବନୀ ଦେଲେ ସୋନମ

ନୂଆଦିଲ୍ଲୀ: ଲଦାଖର ସମସ୍ୟାକୁ ନେଇ କେନ୍ଦ୍ର ସରକାର ଏକ ସପ୍ତାହ ମଧ୍ୟରେ କୌଣସି ଆଶ୍ୱାସନ ନଦେଲେ ସେପ୍ଟେମ୍ବର ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ପୁଣି ବଡ଼ ଆନ୍ଦୋଳନ କରାଯିବ ବୋଲି ସୋନମ ୱାଙ୍ଗଚୁକ୍ ଗୁରୁବାର ଚେତାବନୀ…

ଗାନ୍ଧୀ ଜୟନ୍ତୀରୁ ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ!

ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭଲ ଖବର। ଇଣ୍ଡିଗୋ ଏୟାରଲାଇନ୍ସ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ସିଧାସଳଖ ବିମାନ ସେବା ପୁଣି…

ନେପାଳରେ ଗ୍ୟାସ୍ ସଙ୍କଟ! ଯୋଗାଣ ମନ୍ତ୍ରୀ ଦେଲେ ଇସ୍ତଫା

କାଠମାଣ୍ଡୁ: ନେପାଳରେ ଗ୍ୟାସ୍‌ ସମସ୍ୟା ବଢ଼ିବା ପରେ ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଗୌରୀ କୁମାରୀ ଯାଦବ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗ୍ୟାସ୍‌ ଯୋଗାଣକାରୀ କମ୍ପାନୀଗୁଡ଼ିକୁ ନେଇ ସେ ନିକଟରେ ଏକ…