fbpx
BSKY
BJD YOUTH SKY
BJD MS SKY

ଆସନ୍ତାକାଲି ଦେଶର ୨୨୨ ଟି ସହରରେ ହେବ JEE ଆଡଭାନ୍ସଡ୍ ପରୀକ୍ଷା, ଛାତ୍ରଛାତ୍ରୀମାନେ ଏହି ଜିନିଷଗୁଡ଼ିକର ଉପରେ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ଦେଶର ସବୁଠାରୁ କଷ୍ଟଦାୟକ ତଥା ସମ୍ମାନଜନକ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଜେଇଇ ଆଡଭାନ୍ସ ମେ ୨୬ ରେ ଅନୁଷ୍ଠିତ ହେବ । ଦେଶର ୨୨୨ ଟି ସହର ଏବଂ ବିଦେଶର ୩ ଟି ସହରରେ ଜେଇଇ ଆଡଭାନ୍ସ ପରୀକ୍ଷା କରାଯିବ ।…

ଭୋଟ୍ ଦେଉଛି ଓଡ଼ିଶା : ଜାଣନ୍ତୁ ସକାଳ ୯ଟା ସୁଦ୍ଧା କେତେ ପ୍ରତିଶତ ହୋଇଛି ମତଦାନ ?

ଭୁବନେଶ୍ୱର : ଆଜି ସାରା ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହାସହ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ଭୋଟ୍ ଦେଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରତିକ୍ରିୟାରେ କହିଲେ ଏପରି (Video)

ଭୁବନେଶ୍ୱର : ଆଜି ସାରା ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହାସହ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ହିଟ୍ ଷ୍ଟ୍ରୋକ୍ ହୋଇପାରେ ମଲ୍ଟିପଲ ଅର୍ଗାନ୍ ଫେଲିଅରର କାରଣ, ଜାଣନ୍ତୁ ଏହାର ଲକ୍ଷଣ

ଦେଶର ଅନେକ ସ୍ଥାନରେ ଦେଖାଯାଉଛି ଗରମର ପ୍ରକୋପ । ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଲୁ’ ମଧ୍ୟ ଚାଲୁଛି । ଅତ୍ୟଧିକ ଉତ୍ତାପ ହେତୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଡାକ୍ତରଖାନାଗୁଡ଼ିକରେ ହିଟ୍…

କ’ଣ କରୁଛି ଚୀନ୍ ? ଲ୍ୟାବରେ ଇବୋଲାରୁ ସୃଷ୍ଟି କଲା ମାରାତ୍ମକ ଭାଇରସ୍, ସାରା ବିଶ୍ୱରେ ଆତଙ୍କ

ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ମାରାତ୍ମକ ଇବୋଲା ଜୀବାଣୁ ଏବଂ ଏହାର ଲକ୍ଷଣ ଅଧ୍ୟୟନ ପାଇଁ ଇବୋଲା ଭାଇରସର କିଛି ଅଂଶ ବ୍ୟବହାର କରି ଏକ ଭାଇରସ ସୃଷ୍ଟି କରିଛନ୍ତି। ହେବେଇ ମେଡିକାଲ ୟୁନିଭରସିଟିରେ ହୋଇଥିବା…

ପଶ୍ଚିମବଙ୍ଗରେ ମତଦାନ ପୂର୍ବରୁ ବୋହିଲା ରକ୍ତ, TMC ନେତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଶବ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭୋଟ୍ ଦେବା ପୂର୍ବରୁ ପୁଣି ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଏଠାରେ ଭୋଟ୍ ଦେବାର ପୂର୍ବ ରାତି ଅର୍ଥାତ୍ ଶୁକ୍ରବାର ରାତିରେ (୨୪ ମଇ ୨୦୨୪)ପୂର୍ବ ମିଦାନପୁର ଜିଲ୍ଲାର ମହିଷାଦାଲରେ ତୃଣମୂଳ…

ଏହିସବୁ ଲକ୍ଷଣ ଥିଲେ ହୋଇପାରେ ପେଟ କ୍ୟାନସର୍ ! ଆଗରୁ ହୁଅ ସାବଧାନ

ପେଟର କ୍ୟାନସର୍ ସାଧାରଣତଃ ପେଟ ଭିତରେ ମ୍ୟୁକସ୍ ଉତ୍ପାଦନ କରୁଥିବା କୋଷିକାରୁ ସୃଷ୍ଟି ହୋଇଥାଏ। ପେଟର କ୍ୟାନସର୍ ଅନ୍ୟ କ୍ୟାନସର୍‌ ତୁଳନାରେ ସାଧାରଣ, କିନ୍ତୁ ଏଥିରେ ସବୁଠୁ ଖରାପ ଜିନିଷ ହେଉଛି ଏହାର ଲକ୍ଷଣ ବହୁତ…

୨୦୨୪ ଏପ୍ରିଲ୍ ମାସ ପାଇଁ ନିଯୁକ୍ତି ଫଳାଫଳ ଘୋଷଣା କରିଛି ଲୋକ ସେବା ଆୟୋଗ

ନୂଆଦିଲ୍ଲୀ : ଲୋକ ସେବା ଆୟୋଗ ୨୦୨୪ ଏପ୍ରିଲ୍ ମାସ ପାଇଁ ନିଯୁକ୍ତି ଫଳାଫଳ ଚୂଡାନ୍ତ କରିଛି। ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ବ୍ୟକ୍ତିଗତ ଭାବେ ଡାକ ଦ୍ବାରା ସୂଚନା ଦିଆଯାଇଛି। ଅନ୍ୟ ପ୍ରାର୍ଥୀମାନଙ୍କର…

ସଞ୍ଜୟ ଶର୍ମା ହେଲେ ଏୟାର ଇଣ୍ଡିଆର ନୂଆ ଚିଫ୍ ଫାଇନାନ୍ସିଆଲ ଅଫିସର, ଟାଟା ଗ୍ରୁପ୍ ସହିତ ତାଙ୍କର ସମ୍ପର୍କ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ ପ୍ରମୁଖ ପ୍ରଶାସନିକ ଅଦଳବଦଳ କରିଛି । ଏୟାର ଇଣ୍ଡିଆ କମ୍ପାନୀ ସଞ୍ଜୟ ଶର୍ମାଙ୍କୁ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଏହି ନିଯୁକ୍ତି ୧୦ ଜୁନ୍…

ଦେଶର ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ହେବ ଭୋଟ୍‍, ୯୪ ଲକ୍ଷରୁ ଊଦ୍ଧ୍ୱର୍ ଭୋଟର କରିବେ ମତଦାନ

ନୂଆଦିଲ୍ଲୀ: ଦେଶର ଷଷ୍ଠ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ଆସନ୍ତାକାଲି ଓଡ଼ିଶା ସମେତ ବିହାର, ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଜାମ୍ମୁ କାଶ୍ମୀରରେ ୫୮ଟି ଲୋକସଭା ଆସନ ପାଇଁ ମତଗ୍ରହଣ…