Browsing Category

ପଞ୍ଚାୟତ ନିର୍ବାଚନ

ନବ ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କଲେ ନବୀନ: ଦଳମତରୁ ଉପରକୁ ଉଠିଲେ ଲୋକଙ୍କ ବିଶ୍ୱାସ ଭାଜନ ହେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ…

ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ: ଦିନ ୧ଟା ସୁଦ୍ଧା ହେବ ଫଳଫଳ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତାକାଲି ରାଜ୍ୟର ସବୁ ପଞ୍ଚାୟରେ ହେବ ନାଏବ ସରପଞ୍ଚ ନିର୍ବାଚନ । ଏଥିପାଇଁ ସକାଳ ୧୦ ଟାରୁ ୧୧ ଟା ଯାଏଁ ପ୍ରାର୍ଥୀମାନେ ନାମାଙ୍କନ କରିପାରିବେ । ୧୧ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ…

ଯାଜପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା: ୪ ଗୁରୁତର

ଯାଜପୁର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି । ଏହାରି ମଧ୍ୟରେ ଯାଜପୁରରେ କମେଣ୍ଟମରାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ସଂଘର୍ଷ । ଏହି ସଂଘର୍ଷରେ ୪ ଜଣ ଗୁରୁତର ଆହତ…

ପୌର ନିର୍ବାଚନ ୨୦୨୨: କଟକରେ ଲଢ଼ିବେ କଂଗ୍ରେସ-ସିପିଆଇ-ସିପିଆଇଏମ ମେଣ୍ଟ

ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ରୁ ଆରମ୍ଭ ହେବାକୁ ପୌର ନିର୍ବାଚନ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ । ମହାନଗର ନିଗମ, ପୌରପାଳିକା, ମେୟର, ପୌରାଧ୍ୟକ୍ଷ, କର୍ପୋରେଟର, କାଉନସିଲର ପଦବୀ ପାଇଁ ହେବ ନିର୍ବାଚନ…

ପ୍ରତିଶୋଧ ନେଲେ ସରପଞ୍ଚ ପ୍ରାର୍ଥୀ: ପଞ୍ଚାୟତ ନିର୍ବାଚନ ହାରିବାରୁ କଲେ ଏମିତି କାମ

ରାୟଗଡା: ନିର୍ବାଚନରେ ହାରିଗଲେ ବୋଲି ରାସ୍ତା କାଟି ବାଟ ବନ୍ଦ କଲେ ସରପଞ୍ଚ ପ୍ରାର୍ଥୀ । ନିର୍ବାଚନ ହାରିଯିବାରୁ ପ୍ରତିଶୋଧ ପରାଣୟ ହୋଇ ସରପଞ୍ଚ ପ୍ରାର୍ଥୀ ଏମିତି କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ଦେଖିବାକୁ…

ପୌର ନିର୍ବାଚନରେ ପଡିବନି ପଞ୍ଚାୟତ ନିର୍ବାଚନର ପ୍ରଭାବ: ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ସମାପ୍ତ ହୋଇଛି ପଞ୍ଚାୟତ ନିର୍ବାଚନ । ଏହା ସହିତ ସମସ୍ତଙ୍କ ନଜର ବର୍ତ୍ତମାନ ପୌର ନିର୍ବାଚନ ଉପରେ । ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡିଥିବା ବେଳେ ପ୍ରତିକ୍ରିୟା…

Russia-Ukraine War: ଲାଇଭ୍ ବୋମାମାଡ଼ର ଦୃଶ୍ୟ ଦେଖାଇଲେ ବାଲେଶ୍ୱରର ଡାକ୍ତରୀ ଛାତ୍ର, ଦେଖନ୍ତୁ Video

ଖାରକିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ରାଜଧାନୀ କିଭ ଆଡକୁ ରୁଷ ନିଜର ବିଶାଳ ସେନା ନେଇ ଆଗେଇବାରେ ଲାଗିଛି । ଏହାର ଖୁଲାସା ସାଟେଲାଇଟରୁ ହୋଇଛି । ଅପରେସନ ଗଙ୍ଗା ଅଧୀନରେ ଏୟାର ଇଣ୍ଡିଆର…

ପଞ୍ଚାୟତ ନିର୍ବାଚନ ୨୦୨୨: ଭୋଟ ଗଣତିର ତୃତୀୟ ଦିନରେ ବି ଆଗରେ ବିଜେଡି, ଧରାଶାୟୀ ହେଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ, ଚାଲିଛି ଭୋଟ ଗଣତି । ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ…

ପଞ୍ଚାୟତ ନିର୍ବାଚନ ୨୦୨୨: ଚାଲିଛି ଭୋଟ ଗଣତି, ତୃତୀୟ ଦିନରେ ବି ଆଗରେ ବିଜେଡି, ଜାଣନ୍ତୁ ବିଜେପି କଂଗ୍ରେସ ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ ଦିନରେ ଜାରି ରହିଛି ଭୋଟ ଗଣତି ।…

ପଞ୍ଚାୟତ ରେଜଲ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା-‘ଅଭୂତପୂର୍ବ ସଫଳତାରେ ବିରୋଧୀ ଧରାଶାୟୀ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ବର୍ତ୍ତମାନ ସୁଦ୍ଧା ବିଜେଡି ୮୪୮ଟି ଆସନରୁ ୭୫୫ ଆସନରେ ଆଗୁଆ ଅଛି । ଏହା ସହ ବିଜେପି ୪୯, କଂଗ୍ରେସ ୩୭ ଓ ୭ଟି…