fbpx
Browsing Category

ସାଧାରଣ ନିର୍ବାଚନ 2024

Video; ନିର୍ବାଚନ ଫଳାଫଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଦୀପାଳି, ଯାଞ୍ଚ ହେବ EVM

ଝାରସୁଗୁଡ଼ା: (ଓଡ଼ିଶା ଭାସ୍କର) ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ATSର ଅପରେସନ; ୪ଗିରଫ, ୫ଫେରାର

ମୁମ୍ବାଇ: ଲୋକସଭା ନିର୍ବାଚନରେ ଭୋଟ ଜିହାଦ ହୋଇଥିଲା କି ? ମୁସଲମାନମାନେ ଏକଜୁଟ ହୋଇ ବିଜେପିକୁ ଭୋଟ୍ ନ ଦେବାକୁ ପ୍ଲାନ୍ କରିଥିଲେ କି ? ବିଜେପି ନେତା କିରିଟ୍ ସୋମେୟା ମୁମ୍ବାଇର ଉତ୍ତର କେନ୍ଦ୍ରୀୟ ଲୋକସଭା ଆସନରେ…

ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ଶାହା-ନଡ୍ଡା ହେବେ ସାମିଲ

ନୂଆଦିଲ୍ଲୀ: ପେମା ଖାଣ୍ଡୁ ଲଗାତାର ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଜି ସକାଳ ୧୧ରେ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ । ତାଙ୍କ ଶପଥ ଗ୍ରହଣ ସମାରୋହରେ…

Modi Cabinet 3.0: କ୍ୟାବିନେଟରେ କେଉଁ Minister ବେଶି ଶିକ୍ଷିତ? ଜାଣନ୍ତୁ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା

ଓଡ଼ିଶା ଭାସ୍କର: ୨୦୨୪ରେ ତୃତୀୟ ଥର ପାଇଁ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ତୃତୀୟ ଥର ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ…

ମୁଁ ମୋହନ ଚରଣ ମାଝୀ… ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ମାଝୀ: ଆରମ୍ଭ ନେଲା ନୂଆ ଅଧ୍ୟାୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ‘ନବୀନ ଯୁଗ’ରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଆଜିଠୁ ଆରମ୍ଭ ହେଉଛି ‘ମୋହନ ଯୁଗ’ । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ପାଇଛି ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ ।…

Big Breaking: ମୋହନ ସରକାରରେ ୧୩ ମନ୍ତ୍ରୀ: ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥପାଠ

ଭୁବନେଶ୍ୱର: ଓଡ଼ିଶାରେ ହୋଇଛି ଏକ ନୂଆ ପରିବର୍ତ୍ତନ । ଓଡ଼ିଶା ପାଇଛି ନୂଆ ମୁଖ୍ୟମନ୍ତ୍ରୀ, ଏହାସହିତ ଗଠନ ହୋଇଛି ଏକ ମନ୍ତ୍ରୀମଣ୍ଡଳ । ମୋହନ ସରକାରରେ ମୋଟ ୧୩ ଜଣ ମନ୍ତ୍ରୀ ଶପଥପାଠ ଗ୍ରହଣ କରିବେ । ଏହି ତାଲିକାରେ ୮ ଜଣ…

Modi 3.0; ମୋଦୀ କ୍ୟାବିନେଟରେ କେଉଁ ରାଜ୍ୟରୁ କେତେ ମନ୍ତ୍ରୀଙ୍କୁ ସୁଯୋଗ? ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । ଏଥିରେ ବିଭିନ୍ନ ରାଜ୍ୟରୁ ଉପଯୁକ୍ତ ନେତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି…

(Video) ଶପଥ ଗ୍ରହଣରେ ଅଧାରୁ ରୋକିଦେଲେ ରାଷ୍ଟ୍ରପତି: ବଡ଼ ଭୁଲ କରିଦେଲେ ମୋଦୀଙ୍କ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ନିର୍ବାଚନରେ ବହୁମତ ପାଇବା ପରେ ଏନଡିଏ ସରକାରରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରାଯାଇଛି ।…

ମୋଦୀ ସରକାର ୩.୦ରେ ଉପାଧ୍ୟକ୍ଷରୁ ଅଧ୍ୟକ୍ଷ ହେବେ ବୈଜୟନ୍ତ! ଜେପି ନଡ୍ଡାଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ବହୁମତ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଏହାସହିତ ଦେଶର ୭୧ ମନ୍ତ୍ରଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ଅମିତ…

Reel ନୁହେଁ, ଏବେ Real ‘ମୁଖ୍ୟମନ୍ତ୍ରୀ’! ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ଦେବ କି CM ପଦବୀ? ଚର୍ଚ୍ଚା ଜୋରଦାର

ଓଡ଼ିଶା ଭାସ୍କର: ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ତୃତୀୟ ଥର ମୋଦୀ ଏହି ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହିତ ମୋଦୀ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ମଧ୍ୟ ଏଥିରେ ଶପଥ…