fbpx
Browsing Category

ଓଡିଶା ବିଧାନସଭା ନିର୍ବାଚନ 2024

ଅଧାରେ ରହିଗଲା ବିରଳ ରେକର୍ଡ: ଆଉ ମାତ୍ର ୭୪ ଦିନ ପୂରଣ କରିଥିଲେ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥାନ୍ତେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚକିତ କରିଦେଇଛି । କ୍ରମାଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେଡିର ଶାସନ ରେସରେ ଲାଗିଛି ରୋକ । ‘ଜନତା ଚାହିଁଲେ ସରକାର…

୩ ଦଳର ମୁଖିଆ ନିରାଶ: ନିର୍ବାଚନୀ ରଣାଙ୍ଗନରେ ପରାସ୍ତ ହେଲେ ନବୀନ, ମନମୋହନ ଓ ଶରତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ନିର୍ବାଚନୀ ଫଳାଫଳ ସଭିଙ୍କୁ ତାଜୁବ କରିଦେଇଛି । ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅପରାଜେୟ ଭାବେ ଶାସନ କରି ଆସୁଥିବା ବିଜେଡି…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଝୁରିଲେ ଜନତା, ଏପରି ଢଙ୍ଗରେ ଜଣାଇଲେ କୃତଜ୍ଞତା

ଓଡ଼ିଶା ଭାସ୍କର: ମଙ୍ଗଳବାର ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ, ‘ଦଳମତ ନିର୍ବିଶେଷରେ ସମସ୍ତ…

ଭୋଟରଙ୍କ ହାତରେ ଗଣତନ୍ତ୍ରର ଚାବିକାଠି: ଜନତା ଚାହିଁଲେ ବଦଳିବ ସରକାର, ଜନତା ଚାହିଁଲେ ଭୁଶୁଡ଼ିବ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ଆଜି ଥିଲା ଏକ ମହାନ୍ ଦିନ । ଲୋକସଭା ଓ ୨ଟି ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଯଦିଓ ବିଜେତାଙ୍କ ନାମ ନିର୍ବାଚନ…

Election Result; ଜିତିଲେ ଆକାଶ, ହାରିଗଲେ ବବିଙ୍କ ମା’: କୋରେଇ ଆସନରେ ବାଜି ମାରିଲା ବିଜେପି

ଓଡ଼ିଶା ଭାସ୍କର: କୋରେଇ ବିଧାନସଭା ଆସନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି । ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି ଆସନ ଅଧିକାର କରିଛନ୍ତି ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ । କୋରେଇରେ…

ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ବିଜୟୀ, ଜିତିଲେ ସୋଫିଆ ଫିର୍ଦୋସ

ନୂଆଦିଲ୍ଲୀ: ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ଜିତିଛନ୍ତି । ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇଲେ ସୋଫିଆ । ବିଜେପି ପ୍ରାର୍ଥୀ…

ବିଜେଡିକୁ ବୃହତ୍ ଝଟକା: କଣ୍ଟାବାଞ୍ଜି ଆସନରୁ ହାରିଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଓଡ଼ିଶାର ନଜର ରହିଥିଲା । ରାଜ୍ୟର ୧୪୭ଟି ବିଧାନସଭା ଆସନରେ କିଏ ବାଜିମାତ୍ କରିବ ତାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଯଥେଷ୍ଟ ମାତ୍ରାରେ ଉତ୍ସାହ…

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପରାସ୍ତ: ବଡ଼ଚଣା ଆସନରେ ବିଜେପି ପ୍ରାର୍ଥୀଙ୍କ ବାଜିମାତ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଓଡ଼ିଶାର ନଜର ରହିଥିଲା । ରାଜ୍ୟର ୧୪୭ଟି ବିଧାନସଭା ଆସନରେ କିଏ ବାଜିମାତ୍ କରିବ ତାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଯଥେଷ୍ଟ ମାତ୍ରାରେ ଉତ୍ସାହ…

ଭୁବନେଶ୍ୱର ଏକାମ୍ର ସିଟରେ ବିଜେପିର ବିଜୟ, ହାରିଲେ ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର: ଆଜି ଦେଶରେ ସାଧାରଣ ନିର୍ବାଚନର ଭୋଟ ଗଣତି ଚାଲିଛି । ଏହାରି ମଧ୍ୟରେ ଓଡ଼ିଶାର ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସର୍ବମୋଟ ୨୧ଟି ସିଟ୍ ମଧ୍ୟରୁ ୧୯ଟି ଆସନ ବିଜେପି ହାସଲ କରିଥିବା ବେଳେ ୧ଟି…

ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ; ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ

ଭୁବନେଶ୍ୱର: (ଓଡ଼ଶା ଭାସ୍କର) ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ । ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ । ଆଜି ସକାଳ ଆଠରୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ…