ଏହି ଚାରୋଟି କାମ କରିବା ପରେ ଗାଧୋଇବାକୁ ଭୁଲନ୍ତୁ ନାହିଁ, ନଚେତ ପାଖ ଛାଡ଼ିବନି ଦୁର୍ଭାଗ୍ୟ
ଜାଣତରେ ହେଉ କି ଅଜାଣତରେ ମଣିଷ ଦ୍ୱାରା ଏପରି ଭୁଲ ହୋଇଯାଏ ଯାହାର ସିଧାସଳଖ ପ୍ରଭାବ ଜୀବନରେ ପଡ଼ିଥାଏ । କେତେକ ବଡ଼ ବଡ଼ ପୁରୁଷ, କିଛି ଖରାପ ଅଭ୍ୟାସ ଠାରୁ ଦୂରେଇ ରହିବାକୁ ଏବଂ କିଛି ଭଲ ଜିନିଷକୁ ଆପଣେଇବା ପାଇଁ…