fbpx
Browsing Category

ରଥ ଯାତ୍ରା

The Ratha Yatra of Puri, also rendered as the Ratha Jatra is an annual Hindu chariot festival celebrated on the bright half of the lunar month of Ashadh. The festival is associated with the deity Jagannath held at the city of Puri in the state of Odisha, India.

ସୁନାବେଶ ପାଇଁ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି କରିବେ ପାର୍କିଂ

ପୁରୀ : ଆଜି ୩ ଠାକୁରଙ୍କ ପବିତ୍ର ସୁନାବେଶ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦର୍ଶନର କାର୍ଯ୍ୟକ୍ରମ । ତେବେ ସୁନାବେଶ ନେଇ ଟ୍ରାଫିକ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ଲାଗି ୫୧ ପ୍ଲାଟୁନ…

ସୁନାବେଶରେ ଦର୍ଶନ ଦେବେ ମହାବାହୁ: ୫ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ

ପୁରୀ: ପୁରୀ ଶ୍ରୀ ମହାପ୍ରଭୁଙ୍କ ଆଜି ସୁନାବେଶ । ଗତକାଲି ବାହୁଡ଼ା ଯାତ୍ରା ସରିବା ପରେ ଆଜି ସଂଧ୍ୟା ୫ଟା ସମୟରେ ରଥାରୁଢ ମହାପ୍ରଭୁଙ୍କ ସୁନାବେଶ କାର୍ଯ୍ୟକ୍ରମ ଆରମ୍ଭ ହେବ । ସୁନାବେଶ ନେଇ ଚଳଚଞ୍ଚଳ ସେବାୟତ । ଚାଲିଛି…

ବାହୁଡାଯାତ୍ରାରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ: ରଥଟଣା ବେଳେ ପ୍ରାଣ ହରାଇଲେ ୩ ଭକ୍ତ

ଭୁବନେଶ୍ୱର: ଆଜି ପବିତ୍ର ବାହୁଡାଯାତ୍ରା । ମାଉସୀମା’ ମନ୍ଦିରରେ ୯ ଦିନର ଲୀଳାଖେଳା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ୩ ଦିଅଁ । କିନ୍ତୁ ଏଭଳି ଏକ ପବିତ୍ର ଦିବସରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି ।…

ବଡଦାଣ୍ଡରେ ବିରାଟ ଅଘଟଣ: ବାହୁଡାଯାତରେ ଛିଡିଲା ତାଳଧ୍ୱଜ ରଥର ଦଉଡି, ଭକ୍ତ ଆହତ

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମାଉସୀ ଘରେ ନବଦିନାତ୍ମକ ଲୀଳାଶେଷ କରି ପୁଣି ବଡ ଦେଉଳକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ବଡ ଭାଇ ବଳଭଦ୍ର ଶରଧାବାଲିରୁ ବାହାରି ଶ୍ରୀମନ୍ଦିରକୁ ଆସିଥିଲେ ଏବଂ ପରେ ମା’…

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ…

ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ : ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ : ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଦୁଇ ଦିନର ଲୀଳା ସାରି ନିଜ ଜନ୍ମବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ । ଗୁରୁବାର ସନ୍ଧ୍ୟାରେ ରଥ ଉପରେ ଆଳତି ସାରି ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ବିରାଜ ମାନ ହୋଇଛନ୍ତି ଆଡ଼ପ…

ଶରଧାବାଲିରେ ବିଜେ କରିଲେ ତିନି ରଥ, ଆଜି ମହାପ୍ରଭୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ

ପୁରୀ : ମାଉସୀ ମାଆ ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ତିନିରଥ । ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ଶେଷ ହୋଇଥିଲା । ରଥ ଉପରେ ବସି ଭକ୍ତଙ୍କୁ ଦେଖାଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁ…

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ : ଆଜି ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ

ପୁରୀ : ମଙ୍ଗଳବାର ଅପରାହ୍ନରେ ରଥ ଟାଣିବା କାର୍ଯ୍ୟକ୍ରମ ଆରମ୍ଭ ହୋଇ ବୁଧବାର ସକାଳ ସମୟରେ ଶେଷ ହୋଇଛି । ବର୍ତ୍ତମାନ ଶରଧାବାଲିରେ ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ଅର୍ଥାତ ମଙ୍ଗଳବାର ଦିନ ଶରଧାବାଲିରେ…

Video : ଚକା ଆଖି ସବୁ ଦେଖୁଛି ! ଦୟାକରି ସଦାସର୍ବଦା ସଡକ ସୁରକ୍ଷାର ସମସ୍ତ ନିୟମ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର : ବର୍ଷକ ୩୬୫ ଦିନ । ୩୬୫ ଦିନ ମଧ୍ୟରୁ ଆମ ଓଡ଼ିଶାରେ ପ୍ରାୟ ୧୦ ହଜାରରୁ ଅଧିକ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୫ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଉଛନ୍ତି । ଦୁର୍ଘଟଣାରୁ ଜୀବନ ବଞ୍ଚିବା ପାଇଁ ହେଲେ…

(Video) ଶ୍ରୀଜୀଉଙ୍କ ୩ ରଥ ଦଉଡିର ନାମ କ’ଣ? ଜାଣନ୍ତୁ ରଥଯାତ୍ରା ପରେ କ’ଣ ହୁଏ ଏହି ଦଉଡି…

ପୁରୀ: ବଡଦାଣ୍ଡରେ ରଥାରୂଢ ହୋଇ ସାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭାଇ ଭଉଣୀ । ଆଉ କିଛି ସମୟ ପରେ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ତିନି ଠାକୁର । କାଳିଆ ସାଆନ୍ତ ଭାଇ ଭଉଣୀଙ୍କ ସହ ମାଉସି ଘରେ ପୋଡ଼…