Browsing Category
ବାଣିଜ୍ୟ
ଶସ୍ତା ହେଲା ସୁନା, ମୂଲ୍ୟରେ ୪୦୦୦ ଟଙ୍କାରୁ ଅଧିକ ହ୍ରାସ; ଜାଣନ୍ତୁ ଏବେ 24 ଏବଂ 22 କ୍ୟାରେଟ୍ ର ଦର ?
Gold-Silver Price : ଆଜି ଆନ୍ତର୍ଜାତୀୟ ଏବଂ ଘରୋଇ ସରଫା ବଜାରରେ ସୁନା ଓ ରୂପା ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ିଥିବା ନୂଆ ସାମରିକ ତିକ୍ତତା ଏବଂ…
ଜାପାନ ପରେ ଭାରତୀୟ ଆମ୍ୱକୁ ବ୍ୟାନ୍ କଲା ନେପାଳ, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ କ’ଣ
ଓଡିଶାଭାସ୍କର: ଜାପାନ ପରେ ନେପାଳ ଭାରତୀୟ ଆମ୍ବ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ଏହି ଫଳଗୁଡ଼ିକରେ ଅଧିକ ପରିମାଣର କୀଟନାଶକ ଥିବା ଅଭିଯୋଗ ହୋଇଛି।
ଏହା ସହିତ, ସୀମାନ୍ତ ଅଞ୍ଚଳରେ…
କଣ ଏବେ ATM ରୁ ବାହାର କରିହେବ PF ର ୧୦୦% ଟଙ୍କା? ଜାଣନ୍ତୁ କଣ ରହିଛି ନୂଆ ନିୟମ ଏବଂ ଜରୁରୀ ସର୍ତ୍ତାବଳୀ
EPFO 3.0 New Rules : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର କୋଟି କୋଟି ସଦସ୍ୟଙ୍କ ପାଇଁ 'ଇଜ ଅଫ ଲିଭିଙ୍ଗ୍'କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ବହୁତ ବଡ଼ ଖୁସି ଖବର ରହିଛି। ସରକାରଙ୍କ ନୂତନ EPFO 3.0…
RBI ଛାଟ ପରେ ସୁଧୁରୁଛି Paytm; ୬ ମାସରେ ନିଯୁକ୍ତି ପାଇବେ ୪ ହଜାର କର୍ମଚାରୀ
ନୂଆଦିଲ୍ଲୀ: ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମୁହାଁ ହେଉଛି ପେଟିଏମ। ଏଥିପାଇଁ ୪,୦୦୦ କର୍ମଚାରୀ ନିଯୁକ୍ତି କରିବ। ଆଗାମୀ ୬ ମାସ ମଧ୍ୟରେ ଏହି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ…
ପୁଣି ଝଟକା ! ଆହୁରି ମହଙ୍ଗା ହେବ ଏଲ୍ପିଜି ଗ୍ୟାସ ସିଲିଣ୍ଡର, ସ୍ପଷ୍ଟ କଲେ କେନ୍ଦ୍ର ସରକାର, କାରଣ ମଧ୍ୟ ଦର୍ଶାଇଲେ
LPG Price Hike : ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଭାରତରେ ମଧ୍ୟ ଲୋକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ୁଛି। ଗତ କିଛି ଦିନ ମଧ୍ୟରେ ପେଟ୍ରୋଲ-ଡିଜେଲ ସହିତ ବ୍ୟବସାୟିକ ଏବଂ ଏଲ୍ପିଜି ଗ୍ୟାସ୍…
ପେଟ୍ରୋଲ ଦାମ୍ର ଅସଲ ସତ : ଭାରତ ସରକାରଙ୍କୁ କେତେ ଟଙ୍କା ପଡ଼େ ଏକ ଲିଟର ପେଟ୍ରୋଲ୍, ଜାଣନ୍ତୁ ଏଥିରୁ ପ୍ରତିବର୍ଷ କେତେ ହେଉଛି ଆଦାୟ?
Petrol Base Price : ଦେଶରେ ପେଟ୍ରୋଲ୍ର ଦାମ ପ୍ରାୟତଃ ଚର୍ଚ୍ଚାର ବିଷୟ ପାଲଟିଥାଏ। ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଶେଷରେ ସରକାର ଏକ ଲିଟର ପେଟ୍ରୋଲ କେତେ ଟଙ୍କାରେ କିଣନ୍ତି ଏବଂ ପେଟ୍ରୋଲ୍ ପମ୍ପରେ…
ସବୁଠାରୁ ଶସ୍ତା ହୋମ ଲୋନ ଦେଉଛନ୍ତି ଏହି ବ୍ୟାଙ୍କଗୁଡ଼ିକ, ନୂଆ ଘର ପାଇଁ ତୁରନ୍ତ ଚେକ କରନ୍ତୁ ସୁଧ ହାର
Home Loan Interest Rate : ନିଜର ଗୋଟିଏ ଘର ହେଉ ବୋଲି ସମସ୍ତଙ୍କର ସ୍ୱପ୍ନ ଥାଏ, ଯେଉଁଠି ସେ ନିଜ ପରିବାର ସହିତ ଶାନ୍ତିରେ ଜୀବନ ବିତାଇ ପାରିବେ। ହେଲେ, ଏହି ମହଙ୍ଗା ଜମାନାରେ ଏମିତି ହେବା ସମସ୍ତଙ୍କ ପକ୍ଷେ…
ମସ୍କୋରୁ ଇରାନର ବଡ଼ ଘୋଷଣା, ଏଣିକି ହର୍ମୁଜ୍ ଦେଇ ଆଉ ଫ୍ରିରେ ଯାଇପାରିବନି କୌଣସି ବି ଜାହାଜ
ଓଡିଶାଭାସ୍କର: ବିଶ୍ୱ ଅର୍ଥନୈତିକ ଜୀବନରେଖା ଭାବରେ ବିବେଚିତ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଏଥର ଏହି ଅପଡେଟ୍ ଇରାନରୁ ନୁହେଁ ବରଂ ମସ୍କୋରୁ ଆସିଛି, ଯେଉଁଠାରେ ଇରାନର ରାଷ୍ଟ୍ରଦୂତ…
ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ ହ୍ରାସ ପାଇଛି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ?
Gold Price: ସପ୍ତାହର ପ୍ରଥମ କାର୍ଯ୍ୟଦିବସ ଅର୍ଥାତ୍ ଜୁନ୍ ୮ ତାରିଖରେ ସାଧାରଣ ଗ୍ରାହକ ଏବଂ ନିବେଶକମାନଙ୍କ ପାଇଁ କମୋଡିଟି ବଜାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ମହଙ୍ଗା ମାଡ଼ ସହୁଥିବା ଲୋକଙ୍କୁ…
ବାପରେ ବାପ ଏହି ସପ୍ତାହରେ ଏତେଦିନ ବ୍ୟାଙ୍କ ବନ୍ଦ, କାମ ଥିଲେ ନିଶ୍ଚିତ ଜାଣନ୍ତୁ RBIର ଛୁଟି ତାଲିକା
ଓଡିଶାଭାସ୍କର: ଆଜି, ସୋମବାର, ଜୁନ୍ ୮ ତାରିଖରୁ ଏକ ନୂଆ ସପ୍ତାହ ଆରମ୍ଭ ହେଉଛି। ଯଦି ଆପଣଙ୍କୁ କିଛି କାମ ପାଇଁ ବ୍ୟାଙ୍କକୁ ଯିବାକୁ ପଡ଼େ, ତେବେ ଆପଣଙ୍କୁ ପ୍ରଥମେ RBI (ଭାରତୀୟ ରିଜର୍ଭ ବ୍ୟାଙ୍କ) ଛୁଟି ତାଲିକା…
