Browsing Category

Breaking News

ଇଣ୍ଡୋନେସିଆରେ ଭୂକମ୍ପର ତାଣ୍ଡବ: ୭.୭ ତୀବ୍ରତାର ଭୂକମ୍ପରେ କୋଠା ଭୁଶୁଡ଼ି ୪୭ ମୃତ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଗତକାଲି ସକାଳେ ୭.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ବଡ ବଡ ଅଟାଳିକା ଭୁଶୁଡ଼ି ପଡ଼ିବା କାରଣରୁ କମରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି। ଭୂମିକମ୍ପ ପରେ ମଧ୍ୟ ଅନେକ ଥର ଶକ୍ତିଶାଳୀ ଝଟକା ଅନୁଭୂତ…

ଥମୁନି E20 ପେଟ୍ରୋଲ ବିବାଦ: ଗାଡିର ମାଇଲେଜ୍ କମିବା ପାଇଁ ଇଥାନଲ୍ ଦାୟୀ ନୁହେଁ….

ନୂଆଦିଲ୍ଲୀ: ପୁଣି ତେଜିଲା E20 ବିବାଦ। ପେଟ୍ରୋଲରେ ଇଥାନଲର ଅତ୍ୟଧିକ ମିଶ୍ରଣକୁ ଗାଡିଚାଳକ ମାନେ ବିରୋଧ କରୁଛନ୍ତି। ଚାଳକଙ୍କ ମୁତାବକ ପେଟ୍ରୋଲରେ ଇଥାନଲର ବ୍ୟବହାର ଯୋଗୁ ଯାନ ଗୁଡିକର ମାଇଲେଜ୍ କମିଯାଉଛି। ଯାହାଫଳରେ…

ଅଷ୍ଟ୍ରେଲିଆକୁ ନିଜ ଘରେ ହରାଇଲା ବାଂଲାଦେଶ

ଡାରୱିନ୍: ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ହରାଇ ବାଂଲାଦେଶ କ୍ରିକେଟ୍‌ ଜଗତରେ ଇତିହାସ ରଚିଛି। ଡାରୱିନ୍‌ର ମାରାରା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୯ ୱିକେଟ୍‌ରେ…

ଭୁବନେଶ୍ୱରରେ ପେଟ୍ରୋଲ୍ ଶସ୍ତା: ଲିଟର ପିଛା ୧୦୮.୯୭ ଟଙ୍କାକୁ ଖସିଲା ଦର, କଟକରେ ମଧ୍ୟ ହ୍ରାସ

ଭୁବନେଶ୍ୱର: ରବିବାର, ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ପୂର୍ବ ଦର ତୁଳନାରେ ପେଟ୍ରୋଲ ଲିଟର ପିଛା ୪.୭୯ ଟଙ୍କା କମିଛି। ଉପଲବ୍ଧ ପେଟ୍ରୋଲ ଦର ଅନୁସାରେ, ଆଜି…

ମାଛଧରା ଜାଲରେ ଫସିଲା ୧୬ ଫୁଟିଆ ବିରାଟ ଅଜଗର

ବାଙ୍କୀ: ଓଡ଼ିଶାର କଟକ ଜିଲ୍ଲା ବାଙ୍କୀର ଡେମ୍ପାଡ଼ା ବ୍ଲକ୍‌ ଅଧୀନ ପାଠପୁରରେ ଏକ ବିରାଟ ଅଜଗର ସାପ ମାଛଧରା ଜାଲରେ ଫସିଯିବା ପରେ ଆତଙ୍କ ଖେଳିଯାଇଥିଲା। ପ୍ରାୟ ୧୬ ଫୁଟ ଲମ୍ବର ଅଜଗରକୁ ମାଛଧରା ଜାଲରୁ ବନ ବିଭାଗ…

TMC କାର୍ଯ୍ୟାଳୟରୁ ମିଳିଲା ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତଦେହ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ତୃଣମୂଳ କଂଗ୍ରେସ (TMC)ର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତଦେହ ରବିବାର ସକାଳେ ବୀରଭୂମ ଜିଲ୍ଲାର ଏକ TMC କାର୍ଯ୍ୟାଳୟରୁ ମିଳିଛି। ପୋଲିସ ଏହି…

୬୩,୮୪୮ ଭତ୍ତା ଆବେଦନ ପଡି ରହିଛି , ଅଗଷ୍ଟ ୧୮ ସୁଦ୍ଧା ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାରେ ଯୋଗ୍ୟ ଥିବା କୌଣସି ହିତାଧିକାରୀ ଯେପରି ବାଦ୍ ପଡ଼ିବେ ନାହିଁ, ସେଥିପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଯୋଜନା ଅଧୀନରେ ପଡ଼ି ରହିଥିବା ବହୁ ସଂଖ୍ୟକ ଆବେଦନକୁ…

ଭାରତର ସ୍ୱାସ୍ଥ୍ୟସେବାକୁ ଆମେରିକୀୟ ମହିଳାଙ୍କ ପ୍ରଶଂସା, କହିଲେ- ଆମେରିକାରେ ଚିକିତ୍ସା ଅଧିକ ମହଙ୍ଗା

ନୂଆଦିଲ୍ଲୀ: ଜଣେ ଆମେରିକୀୟ ମହିଳା ନିଜ ମା’ଙ୍କ ଅପରେସନ୍ ପାଇଁ ଭାରତ ଆସିବାର ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାରେ ଯେତିକି ଟଙ୍କା ଚିକିତ୍ସା ପାଇଁ କୁହାଯାଇଥିଲା, ତା’ ଠାରୁ…

ଭଦ୍ରକରେ ବନ୍ୟା ସାଙ୍ଗକୁ କୁମ୍ଭୀର ଭୟ, ବୁଲା କୁକୁରକୁ ପାଣି ଭିତରକୁ ନେଲା ଟାଣି

ଭଦ୍ରକ: ଓଡ଼ିଶାର ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ବୋଡ଼କ ପଞ୍ଚାୟତ ଅଧୀନ ହାଟନଗର ଗାଁରେ ଶନିବାର କୁମ୍ଭୀର ଆତଙ୍କ ଦେଖାଦେଇଛି। ବନ୍ୟା ପରିସ୍ଥିତି ମଧ୍ୟରେ ଗାଁ ରାସ୍ତାରୁ ଏକ ବୁଲା କୁକୁରକୁ କୁମ୍ଭୀର ଟାଣି…

ଆଜି ତୁଳା ରାଶି ବ୍ୟକ୍ତିଙ୍କ ଚମକିବ ଭାଗ୍ୟ, ନିବେଶରୁ ଆସିବ ଟଙ୍କା!

ମେଷ: ଆଜି ସାହସୀ ଓ ସକାରାତ୍ମକ ରୁହନ୍ତୁ। ବିଦେଶରେ ଥିବା ବ୍ୟବସାୟରୁ ଆପଣଙ୍କୁ ଟଙ୍କା ମିଳିପାରେ। ପରିବାର, ନିଜର ପସନ୍ଦର କାମ ଓ ଜୀବନସାଥୀଙ୍କ ସହ ସମୟ ବିତାନ୍ତୁ। ନିଜକୁ ଭଲ ଭାବେ ବୁଝିବା ପାଇଁ କିଛି ସମୟ…