fbpx

ତିହାର ଜେଲରେ ହିଁ ରହିବେ କେଜ୍ରିୱାଲ, ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି, ମେ’୯ରେ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ସହ ଜଡିତ ଏକ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇନାହାଁନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨ 9 ରେ ହେବ।…

Xiaomi, Redmi ଏବଂ Pocoରେ ଆସୁଛି ଭୟଙ୍କର ଭାଇରସ, ହ୍ୟାକର୍ସ ଚୋରାଇପାରନ୍ତି ପର୍ସନାଲ ଡାଟା

ନୂଆଦିଲ୍ଲୀ: Xiaomi, Redmi ଏବଂ Pocoର ଅନେକ ସ୍ମାର୍ଟଫୋନରେ ଭାଇରସ ମିଳିଥିବା ଖବର ସାମ୍ନାକୁ ଆସିଛି । ସାଇବର ସିକ୍ୟୁରିଟୀ ଫର୍ମ ସାଓମୀର ଏହି ସ୍ମାର୍ଟଫୋନରେ ୨୦ ପ୍ରକାର ଭୟଙ୍କର ଲୁପ ଖୋଜି ବାହାର କରିଛନ୍ତି ।…

ଭୋଟରଙ୍କ ମନବଳ ଭାଙ୍ଗୁଛି ୧୦ରୁ ୬୦ କିମିର ଯାତ୍ରା, ମତଦାନ ପାଇଁ ମାଇଲ ମାଇଲ ବାଟ ଯାତ୍ରା କରୁଛନ୍ତି ଏହି ଗ୍ରାମବାସୀ

(ଓଡିଶା ଭାସ୍କର): ରାଜ୍ୟରେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଛି । ବର୍ତ୍ତମାନ ସାରା ରାଜ୍ୟରେ ଏକ ରାଜନୈତିକ ସରଗରମ ଦେଖିବାକୁ ମିଳୁଛି । ସାଧାରଣ ଭୋଟର ମତଦାନ କରିବା ପାଇଁ ବେଶ ଆଗ୍ରହ ପ୍ରକାଶ…

(Video) ଗୌତମ ଅଦାନୀ ଅହମଦାବାଦରେ ଦେଲେ ଭୋଟ, ଜାଣନ୍ତୁ ମତଦାନ ପରେ କଣ କହିଲେ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଚେୟାରମ୍ୟାନ ଏବଂ କୋଟି କୋଟି ଟଙ୍କାର ବ୍ୟବସାୟୀ ଗୌତମ ଅଦାନୀ ଆଜି ଭାରତରେ ଚାଲୁଥିବା ଲୋକସଭା ନିର୍ବାଚନରେ ଭୋଟ ଦେଇଛନ୍ତି । ସେ ଗୁଜୁରାଟ ଅହମଦାବାଦର ନିଜ ଅଞ୍ଚଳରେ ପୋଲିଙ୍ଗ ବୁଥ ଯାଇ…

୧୦୦ କୋଟିରୁ କିପରି ହୋଇଗଲା ୧୧୦୦ କୋଟି, ଇଡିକୁ ପ୍ରଶ୍ନ ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଇଡିକୁ ଅନେକ ପ୍ରଶ୍ନ ପଚାରିଛନ୍ତି । କୋର୍ଟ ପଚାରିଛନ୍ତି…

ପୁଣି ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା: ମେ’ ୧୫ ତାରିଖ ଯାଏଁ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ମାମଲା ସହ ଜଡିତ ସିବିଆଇର ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ସିସୋଦିଆଙ୍କ…

ହ୍ରାସ ପାଇଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ ଶସ୍ତା ହେଲା ମୂଲ୍ୟବାନ ଧାତୁ

ନୂଆଦିଲ୍ଲୀ: ଘରୋଇ ବାୟଦା ବଜାରରେ ମଙ୍ଗଳବାର ଦିନ ସୁନା-ରୂପା ଦର କମିବା ଦେଖାଦେଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ୫ ଜୁନ ୨୦୨୪ର ଡେଲିଭରୀ ସୁନା ମଙ୍ଗଳବାର ସକାଳେ ୦.୦୩ ପ୍ରତିଶତ ବା ୧୯ ଟଙ୍କା କମିଛି । ଏଥିରେ ସୁନା ଦର…

ସଲମାନ ଖାନଙ୍କ ଘର ବାହାରେ ବିସ୍ଫୋରଣ ମାମଲା: ଗିରଫ ହେଲେ ୫ମ ଅଭିଯୁକ୍ତ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଫାଏରିଙ୍ଗ ମାମଲାରେ ୫ମ ଅଭିଯୁକ୍ତଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମହମ୍ମଦ ରଫିଦ ଚୌଧୂରୀଙ୍କୁ ପଞ୍ଜାବରେ ଗିରଫ କରିଛନ୍ତି ।…

ଲୋକସଭା ନିର୍ବାଚନ ମଧ୍ୟରେ ବୋମା ବିସ୍ଫୋରଣ, ଜଣଙ୍କର ମୃତ୍ୟୁ, ବିଜେପି କଲା ଏହି ଦାବି

ନୂଆଦିଲ୍ଲୀ: ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଦୁଇଜଣ ଗୁରୁତର ଆହତ ଅଛନ୍ତି । ଦୁର୍ଘଟଣା ପରେ ଭାରତୀୟ ଜନତା ପାର୍ଟୀ ଦାବି କରିଛି ଯେ, ଏହି…

ଜୀବନରେ ସଫଳତା ପାଇବା ପାଇଁ ଅକ୍ଷୟ ତୃତୀୟା ଦିନ କିଣନ୍ତୁ ଏହି ୫ଟି ଜିନିଷ, ସୁଖ-ସମୃଦ୍ଧି ସହ ପ୍ରାପ୍ତି ହେବ ସୌଭାଗ୍ୟ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ଅକ୍ଷୟ ତୃତୀୟାର ପର୍ବକୁ ଶୁଭର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ଏହି ଦିନ କିଛି ଶୁଭ କାମ କରିବାରେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ଏହି ତିଥିରେ ମାଆ ଲକ୍ଷ୍ମୀଙ୍କ ଆରାଧନା, ଦାନ ଏବଂ…