fbpx
BSKY
BJD SHG SKY
BJD YOUTH SKY

PlayOffs ଆଡ଼କୁ ଆଉ ଏକ ପାଦ ବଢାଇଲା ହାଇଦ୍ରାବାଦ: ସୁପର ଜିଆଣ୍ଟସ ବିପକ୍ଷରେ ବିଶାଳ ବିଜୟ

ନୂଆଦିଲ୍ଲୀ: ଲକ୍ଷେ୍ନø ସୁପର ଜିଆଣ୍ଟସ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । କୌଣସି ୱିକେଟ ନ ହରାଇ ସୁପର ଜିଆଣ୍ଟସର ଟାର୍ଗେଟକୁ ସହଜରେ ହାସଲ କରିବାରେ ସଫଳ ହୋଇଛନ୍ତି ହାଇଦ୍ରାବାଦର ଓପନର । ଅଭିଷେକ ଶର୍ମା ଏବଂ ଟ୍ରାଭିସ ହେଡଙ୍କ ବିସ୍ଫୋରକ ବ୍ୟାଟିଂରେ ଏହି ବୃହତ ବିଜୟକୁ ସହଜରେ ହାସଲ କରି ନେଇଛି ଅରେଞ୍ଜ ଆର୍ମି । ୧୦ ଓଭରରୁ ଅଧିକ ବଲ ବାକି ଥିବା ବେଳେ ୧୬୭ ରନ୍ ଟାର୍ଗେଟ ହାସଲ କରି ପ୍ଲେଅଫ୍ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ସନରାଇଜର୍ସ ହାଇଦ୍ରାବାଦ ।

Get real time updates directly on you device, subscribe now.