fbpx

ସୌଭିକଙ୍କ ପରେ ସମ୍ବିତଙ୍କ ବିଷୋଦ୍ଗାର, ସେ ବି ନେତୃତ୍ୱଙ୍କୁ ଦେଲେ ସବୁ ଦୋଷ

ଭୁବନେଶ୍ୱର: ବିଜେଡିରେ ଯିଏ ପାରୁଛି, ସିଏ ଆସୁଛି ଓ ନେତୃତ୍ୱଙ୍କ ଉପରେ ବର୍ଷିଦେଇ ଯାଉଛନ୍ତି । ଆଗରୁ ପ୍ରଭାତ ବିଶ୍ୱାଳ, ଅମର ଶତପଥୀ, ପ୍ରଦୀପ ମାଝୀ, ବଦ୍ରୀ ପାତ୍ରଙ୍କ ପରି ବରିଷ୍ଠ ଦଳ ମୁଖିଆଙ୍କୁ ଅଇନା ଦେଖାଉଥିଲେ,…

ବାପା ହାତ ଧରି ଥିବା ବେଳେ ଟାଣି ନେଇ ଫେରାର ହୋଇଥିଲେ ଦୁର୍ବୃତ୍ତ, ପୋଲିସ କଲା ଶିଶୁପୁତ୍ରର ଉଦ୍ଧାର

ନୂଆପଡା: ବଲାଙ୍ଗୀରରୁ ଅପହୃତ ଶିଶୁ ପୁତ୍ର ହାଇଦ୍ରାବାଦରୁ ଉଦ୍ଧାର ହୋଇଛି । ନୂଆପଡାର ଶିଶୁପୁତ୍ରକୁ ବଲାଙ୍ଗୀରରୁ ଅପହରଣ କରି ହାଇଦ୍ରାବାଦ ନିଆଯାଇଥିବା ବେଳେ ଓଡିଶା ପୋଲିସ ପିଲାଟିକୁ ସକୁଶଳ ଉଦ୍ଧାର କରିବାରେ ସଫଳ…

ଏହି ତାରିଖରେ ନୂଆ ସରକାର ନେବ ଶପଥ, ପ୍ରଧାନମନ୍ତ୍ରୀ ହେବେ ଉପସ୍ଥିତ

ଚଣ୍ଡିଗଡ: ହରିୟାଣାରେ ନୂଆ ସରକାର ଗଠନର ତାରିଖ ସାମ୍ନାକୁ ଆସିଲା । ନୂଆ ସରକାର ଦଶହର ପରେ ନେବ ଶପଥ । ପଞ୍ଚକୁଲାର ସେକ୍ଟର ୫ର ପଡିଆରେ ସମାରୋହ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି…

ଆଉ ଶିକ୍ଷକ ପିନ୍ଧିପାରିବେନି ଜିନ୍ସ, ନହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ପାଟନା: ଏଣିକି ସ୍କୁଲକୁ ଆଉ ଶିକ୍ଷକ ଜିନ୍ସ ଓ ଟି ସର୍ଟ ପିନ୍ଧି ଆସିପାରିବେ ନାହିଁ । ସରକାରୀ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ଆଇନ କଡା । ଆଗରୁ ଏହି ନିୟମ ଥିବା ବେଳେ ଏହାର ପାଳନ ହେଉନଥିଲା । ଏବେ ଏହି ଆଇନକୁ କଡା…

(Video) ଦୈନନ୍ଦିନ କାମ କରିବାକୁ ପ୍ରସ୍ତୁତ ମସ୍କଙ୍କ ରୋବଟ ଆର୍ମୀ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ୱି, ରୋବଟ ଇଭେଣ୍ଟରେ ଟେଲ୍ସା ତାର ସଦ୍ୟତମ ଉଦ୍ଭାବନ ପ୍ରଦର୍ଶନ କରିଛି । ମନୁଷ୍ୟାକୃତ ରୋବଟଗୁଡିକୁ ସର୍ବ ସମ୍ମୁଖକୁ ଆଣିଛନ୍ତି ଟେଲ୍ସାର ମାଲିକ ଏଲେନ ମସ୍କ । ଏହି ଇଭେଣ୍ଟରେ ଟେଲ୍ସାର…

ପ୍ରତିଶୋଧ ନେବ ଇଜରାଏଲ, ଇରାନ ଉପରେ ଆକ୍ରମଣ କରିବାକୁ ଡାକିଲା ବୈଠକ

ନୂଆଦିଲ୍ଲୀ: ଇଜରାଏଲ ଉପରେ ଇରାନର ୧୮୦ ମିଜାଇଲ ଆଟାକର ପ୍ରତିେଶୋଧ ନେବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କଲେଣି ରଣନୀତି ପ୍ରସ୍ତୁତ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କ୍ୟାବିନେଟ ବୈଠକ ହେବାକୁ…

ଏସିଆନ-ଇଣ୍ଡିଆ ସମିତି: ଚୀନର ବିସ୍ତାରବାଦକୁ ସଦସ୍ୟ ରାଷ୍ଟ୍ରଙ୍କ ନିନ୍ଦା, ମୋଦି ଦେଲେ ଚୀନକୁ ପରାମର୍ଶ

ନୂଆଦିଲ୍ଲୀ: ଚୀନର ବିସ୍ତାରବାଦରେ ଅତିଷ୍ଟ ହେଲେଣି ଏସିଆର ବହୁ ରାଷ୍ଟ୍ର । ମେଳି କଲେଣି ୧୦ ଦେଶ । ଏହାର ଭରପୁର ଫାଇଦା ଉଠାଇବାର କୌଣସି ମୌକା ଛାଡିବାକୁ ନାରାଜ ପ୍ରଧାନମନ୍ତ୍ରୀ ମୋଦି । ଏସିଆନ ଶୀଖର ସମ୍ମିଳନୀ…

କ୍ୟାବିନେଟ ବୈଠକ ମଝିରୁ କାହିଁକି ଉଠି ଚାଲିଗଲେ ଉପମୁଖ୍ୟମନ୍ତ୍ରୀ?

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନର ଠିକ ପୂର୍ବରୁ ମହାୟୁତି ମେଣ୍ଟରେ ଫାଟ ପରି ଅନୁଭୂତ ହେଉଛି । ଏମିତି ଚର୍ଚ୍ଚା ଗୁରୁବାର କ୍ୟାବିନେଟ ମିଟିଂ ପରଠାରୁ ଜୋର ଧରିଛି । ଗୁରୁବାର କ୍ୟାବିନେଟ ମିଟିଂ ବସିଥିଲା । ମିଟିଂର…

ଲେବାନନ ଆତଙ୍କୀ ସଂଗଠନକୁ ବ୍ୟାନ କଲା ଭାରତ ସରକାର

ନୂଆଦିଲ୍ଲୀ: ଲେବାନନ ଆତଙ୍କୀ ସଂଗଠନ ଉପରେ କେନ୍ଦ୍ରର କଡା ପଦକ୍ଷେପ । ବ୍ୟାନ କରାଗଲା ଲେବାନନର ଆତଙ୍କୀ ସଂଗଠନ ହିଜବ ଉତ ତହରିର । ସଂଗଠନ ପୁଣି ଥର ସାରା ବିଶ୍ୱରେ ମୁସମାନଙ୍କୁ ଏକତ୍ରିତ କରି ଇସ୍ଲାମିକ ଖଲିଫା…

ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର, ଦେବାଦେବୀଙ୍କୁ ବି ଛାଡୁନାହାନ୍ତି ଦୁରାଚାରୀ

ନୂଆଦିଲ୍ଲୀ: ପଡୋଶୀ ବାଙ୍ଗଲାଦେଶରେ ନୂଆ ମହମ୍ମଦ ୟୁନୁସ ସରକାର ଆସିବା ପରଠାରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ କଥା ନ କହିବା ଭଲ । ଖାଲି ହିନ୍ଦୁଙ୍କ ଉପରେ ନୁହେଁ, ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଦୁବୃତ୍ତ ରଚୁଛନ୍ତି…