ଜାଣିଛନ୍ତି କି ଭାରତର ନୁହେଁ କଞ୍ଚାଲଙ୍କା, ଜାଣନ୍ତୁ ଇତିହାସ

କଞ୍ଚାଲଙ୍କା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ । ସ୍ୱାଦକୁ ଦ୍ୱିଗୁଣିତ କରିବା ସାଙ୍ଗକୁ ଏହା ଶରୀର ପାଇଁ ବେଶ୍ ହିତକର । ତେବେ ଜାଣିଛନ୍ତି କି ଆମେ ଖାଉଥିବା ଏହି ଲଙ୍କା ବିଦେଶୀ ବୋଲି । ଯାହା ୭୦୦ବର୍ଷ ପୂର୍ବେ…

୩୦ବର୍ଷରେ ଅଣ୍ଡା ଦିଏ ପଥର!

କୁକୁଡା କିମ୍ବା ବତକ ନୁହେଁ, ଅଣ୍ଡା ଦିଏ ପଥର । କ’ଣ ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି? ସତରେ ଏଭଳି ଏକ ଦେଶ ରହିଛି ଯେଉଁଠାରେ ଏକ ପଥର ୩୦ ବର୍ଷରେ ଅଣ୍ଡା ଦିଏ ବୋଲି ଜଣାପଡିଛି । ଏଭଳି ଅଜବ ପଥର ଚୀନରେ ରହିଛି । ୩୦ବର୍ଷ…

ପ୍ରତି ସେକେଣ୍ଡରେ ପୃଥିବୀ ଆକାରରେ ବଢ଼ୁଛି ଏହି ବ୍ଲାକ ହୋଲ୍‌: ଆସିପାରେ ବିପଦ, ଦେଖନ୍ତୁ Video

ରହସ୍ୟରେ ଭରିରହିଥିବା ଆମର ଏହି ବ୍ରହା୍ମଣ୍ଡରେ ସବୁବେଳେ କିଛି ନା କିଛି ତଥ୍ୟ ଗବେଷକମାନେ ସାମ୍ନାକୁ ଆଣିଥାନ୍ତି । ଏବେ ଗବେଷକମାନେ ଏଭଳି ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି, ତାହା ଆପଣଙ୍କ ମନରେ ଭୟ ସୃଷ୍ଟି କରିବ । ଏକ…

୫୦ ଘୋଡାକୁ ପଛରେ ପକାଇଲେ ଏହି ବ୍ୟକ୍ତି ; ଭାଙ୍ଗିଲେ ରେକର୍ଡ

ଯଦି ଆପଣଙ୍କୁ କିଏ ପ୍ରଶ୍ନ କରେ, ମଣିଷ ଓ ଘୋଡା ମଧ୍ୟରେ ରେସ୍ ହୁଏ ତେବେ କିଏ ଜିତିବ? ସାଧାରଣ କଥା ଘୋଡା ହିଁ ଜିତିବ । କାରଣ ଘୋଡା ସହିତ ମଣିଷ ରେସ୍ କରିବା କେବେ ସମ୍ଭବ ନୁହେଁ । ମାତ୍ର ଆମେ ଆଜି ଆପଣଙ୍କୁ ଜଣେ ଏଭଳି…

୨୪ ଘଣ୍ଟା ଏସି ଲଗାଇଲେ ବି ଦେବାକୁ ପଡିବନି ଅଧିକ ବିଲ, କରନ୍ତୁ ଏହି ଉପାୟ

ବର୍ତ୍ତମାନ ଗରମ ଦିନରେ ବିନା ଏସିରେ ଘରେ ରହିବା ଅସମ୍ଭବ । ଏସି ଯେତିକି ଶରୀରକୁ ଶାନ୍ତି ଦିଏ, ବିଦ୍ୟୁତ୍ ବିଲ୍ ସେତିକି ଟେନସନ୍ ଆଣିଦିଏ । ଏସି ଲଗାଇବା ଫଳରେ ବିଦ୍ୟୁତ୍ ବିଲ୍ ଡବଲ ଦେବାକୁ ପଡେ । ତେବେ ଆଜି ଆମେ…

ପିତାଙ୍କ ଭାଗ୍ୟ ବଦଳାଇଦେବ ଏହି ତାରିଖରେ ଜନ୍ମିତ ଶିଶୁ

ବିଶ୍ୱାସ ଅଛି ଯେ, ଜ୍ୟୋତିଷ ଶାସ୍ତ୍ର-ତାରିଖ ମଧ୍ୟରେ ଏକ ନିବିଡ ସମ୍ପର୍କ ରହିଛି । କାରଣ ଏଭଳିି କିଛି ତାରିଖ ରହିଛି, ଯେଉଁଦିନ ଶିଶୁଟି ଜନ୍ମ ହୋଇଥାଏ, ସେଦିନ ପରିବାର ଲୋକଙ୍କର ଭାଗ୍ୟ ବଦଳିଯାଇଥାଏ । ଅଙ୍କ…

ବାରବାଟୀ ଟି-୨୦ ପାସ୍ କେଳେଙ୍କାରୀ; ମୁହଁ ଖୋଲିଲା ଓସିଏ

କଟକ(ଓଡ଼ିଶା ଭାସ୍କର): ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଆଜି ମୁହଁ ଖୋଲିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…

ଆମେରିକାର ଟପ୍ କରୋନା ଏକ୍ସପଟ ଡାକ୍ତରଙ୍କୁ ହେଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକାର ଟପ୍ କରୋନା ଡାକ୍ତର ଏକ୍ସପଟ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଏନ୍ଥୋନୀ ଫାଉସୀ କରୋନାରେ ସଂକ୍ରମିତ…

ତିନିଦିନର ଜେରା ପରେ ବ୍ରେକ୍ ମାଗିଲେ ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡେ ମାମଲାରେ ତିନିଦିନ ଧରି ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି)ର ଜେରା ପରେ ଗତକାଲି ଗୋଟିଏ ଦିନ ପାଇଁ ବ୍ରେକ୍ ମାଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାପରେ ପୁନର୍ବାର…

କାଶ୍ମୀର ପଣ୍ଡିତଙ୍କ ବିଷୟରେ ମନ୍ତବ୍ୟ ଦେଇ ଅଡୁଆରେ ଅଭିନେତ୍ରୀ ପଲ୍ଲବୀ

ଅଡୁଆରେ ସାଉଥ୍ ଆକ୍ଟ୍ରେସ ସାଇ ପଲ୍ଲବୀ । କିଛିଦିନ ତଳେ ଏକ ଇଣ୍ଟଭ୍ୟୁରେ କାଶ୍ମୀର ପଣ୍ଡିତଙ୍କୁ ନେଇ ନିଜର ମତ ରଖି ଏବେ ଟ୍ରୋଲର ଶିକାର ହେଉଛନ୍ତି । ଆକ୍ଟ୍ରେସ୍ ପଲ୍ଲବୀ ନିଜର ଅପକମିଂ ଫିଲ୍ମ “ବିରାଟ ପରଭମ”ର…