୪୦ ବର୍ଷରେ ପାଦ ଥାପିଲେ ବେବି ଡଲ୍ ସନ୍ନି ଲିଓନ୍

ମୁମ୍ବାଇ, ୧୩/୦୫ : ବଲିଉଡର ବେବି ଡଲ୍ ସନ୍ନି ଲିଓନି ଆଜି ତାଙ୍କର ୪୦ ତମ ଜନ୍ମଦିବସ ପାଳନ କରୁଛନ୍ତି । ହେଲେ ସନ୍ନିଙ୍କୁ ୪୦ ହୋଇଥିଲେ ସୁଦ୍ଧା ତାଙ୍କ ଫିଟ୍ ନେସ୍ ଏବଂ ସୁନ୍ଦରତା ଆଜି ବି ଫ୍ୟାନ୍ସ ମାନଙ୍କୁ ପାଗଳ…

ଏହି ରାଜ୍ୟରେ ବଢ଼ିଲା ଲକଡାଉନ୍ ଅବଧି

ମୁମ୍ବାଇ, ୧୩/୦୫(ଓଡିଶା ଭାସ୍କର) : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣରେ ବ୍ରେକ୍ ଲାଗିବାରୀ ନାଁ ଧରୁନଥିବା ବେଳେ ରାଜ୍ୟ ସରକାର ସାରା ରାଜ୍ୟରେ ଲାଗୁ କରିଥିବା ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହି…

ଜେଲରେ ଉଡୁଛି ଗଞ୍ଜେଇ ଧୁଆଁ, ନାଚଗୀତରେ ମସଗୁଲ୍ କଏଦୀ

ଭୁବନେଶ୍ୱର, ୧୩/୦୫(ଓଡିଶା ଭାସ୍କର) : ଝାରପଡା ଜେଲରେ ଜମିଛି ନାଚଗୀତ ସହିତ ଗଞ୍ଜେଇ ଧୁଆଁର ଆସର । ଜେଲ୍ ର କଏଦୀ ମାନେ ମଣ୍ଡଳୀ ହୋଇ ଏକାଠି ବସି ନେଉଛନ୍ତି ଚିଲମର ମଜା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ…

ବାଇକରେ ବର-କନ୍ୟା ଯାଉଥିବା ବେଳେ ପୋଲିସ୍ ଅଟକାଇ ପିନ୍ଧାଇଲା ମାଳା, ଦେଲା ସଗୁନ୍: ଭିଡିଓ ଭାଇରାଲ୍

ଚଣ୍ଡିଗଡ, ୧୩/୦୫(ଓଡିଶା ଭାସ୍କର): ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ସମୟରେ ସବୁ ରାସ୍ତା ମାନଙ୍କରେ ପୋଲିସ୍…

ଖୁବ୍ ଶୀଘ୍ର ୨ରୁ ୧୮ ବର୍ଷ ବୟସ୍କଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ, ୧୩/୦୫(ଓଡିଶା ଭାସ୍କର): ଖୁବ୍ ଶୀଘ୍ର ୨ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ୍ ପାଇଁ ଅନୁମତି ଦିଆଯାଇଛି । ଭାରତ ବାୟୋଟେକକୁ…

କରୋନା ମୁକାବିଲା କରିବା କ୍ଷେତ୍ରରେ ହୁ ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ ଭାରତର ଅନ୍ୟତମ ହୋଇଥିବା ବେଳେ ଏଠାରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଦିନକୁ ଦିନ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ…

ତେଲେଙ୍ଗାନାରେ ଲାଗୁ ହେଲା ୧୦ ଦିନିଆ ଲକଡାଉନ୍

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ତେଲେଙ୍ଗାନାରେ କୋଭିଡ୍ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ତେଲେଙ୍ଗାନା ସରକାର ୧୦ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ମଙ୍ଗଳବାର ତେଲେଙ୍ଗାନା…

୧୬ଟି ଜିଲ୍ଲାରେ ଆରଟିପିସିଆର୍ ଲ୍ୟାବ୍ ପାଇଁ ଖର୍ଚ୍ଚ ହେବ ୨୦ କୋଟି

ଭୁବନେଶ୍ୱର, ୧୧/୦୫(ଓଡିଶା ଭାସ୍କର) : ରାଜ୍ୟର ୧୬ଟି ଜିଲ୍ଲା ସଦର ମହକୁମାରେ ହେବ ଆରଟିପିସିଆର୍ ଲ୍ୟାବ୍ । ଏହି ଲ୍ୟାବ୍ ଗୁଡିକର ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କାକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…

‘ଟମି’କୁ ‘କୁକୁର’ ବୋଲି ଡାକିବାରୁ ରାଗିଯାଇ ପଡୋଶୀଘର ଲୋକଙ୍କୁ ମାରି ଲହୁଲୁହାଣ କଲେ ମାଲିକ

ଗୁରୁଗ୍ରାମ, ୧୧/୦୫(ଓଡିଶା ଭାସ୍କର) : ଟମି ନାମକ ଏକ କୁକୁରକୁ ପଡୋଶୀ ଘର ଲୋକ ଟମି ବୋଲି ସମ୍ବୋଧନ ନକରି କୁକୁର ବୋଲି ଡାକିବାରୁ ଭୀଷଣ ରାଗିଗଲେ ମାଲିକ । ଆଉ ତାପରେ ସେମାନଙ୍କୁ ବାଡି ଏବଂ ରଡ୍ ରେ ପିଟିଛନ୍ତି ମାଲିକ…

ଆସୁଛି ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର): ମାଡି ଆସୁଛି ବାତ୍ୟା 'ତଉକ୍ତେ' । ୨୦୨୧ର ପ୍ରଥମ ବାତ୍ୟା ଭାବରେ ଏହା ଆରବ ମହାସାଗରରେ ସୃଷ୍ଟି ହେଉଛି । ଏହି ବାତ୍ୟା ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଉ ତାପରେ…