ଏହି ଷ୍ଟାର ଖେଳାଳିଙ୍କ ପତ୍ନୀ ଦେଲେ ବଡ଼ ବୟାନ, କହିଲେ ମୁଁ ବିରାଟ କୋହଲିଙ୍କୁ ମିସ୍ କରୁଛି
ଲଣ୍ଡନ,୧୫ା୭: ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତର ବ୍ୟାଟସମ୍ୟାନମାନେ ଦ୍ୱିତୀୟ ଇନିଂସରେ ନିରାଶାଜନକ ବ୍ୟାଟିଂ କରିଥିଲେ। ସେମାନଙ୍କଠାରୁ ଏକ…