ଜଳେଶ୍ଵର: ୬୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ, ଲିଫ୍ଟ ଦେବାକୁ କହି ଜଙ୍ଗଲକୁ ନେଇ….

ଜଳେଶ୍ଵର: (ଓଡ଼ିଶା ଭାସ୍କର) ଜଳେଶ୍ଵରରେ ଲଜ୍ଜ୍ୟା  । ୬୫ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ  ! ମୁର୍ମୁଷ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ। ଲିଫ୍ଟ ଦେବାକୁ କହି ଘରୋଇ ଜଙ୍ଗଲରେ ବୃଦ୍ଧଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ।

ରାଇବଣିଆ ଥାନା ଅଞ୍ଚଳର ଘଟଣା ହୋଇଥିବା ସୂଚନା । ଗୁରୁତର ଅବସ୍ଥା ରେ ବୃଦ୍ଧାଙ୍କୁ ହାତିଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।  ଅଭିଯୋଗ ପରେ ସ୍ଥାନୀୟ ଜଙ୍ଗଲରୁ ରାଇବଣିଆ ପୋଲିସ ଅଭିଯୁକ୍ତ କୁ ଗିରଫ କରିଥିବା ସୂଚନା।

ଗିରଫ ଯୁବକ ହେଉଛନ୍ତି ଗହୀରାବନ୍ଧ ଗ୍ରାମର ନିହାରସନ ବିହାରି ।