• Likes
  • Followers
  • Subscribers
  • Followers
  • Android App
  • Sunday, August 3, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଖବର
  • ଖବର
  • ଚାଷୀଙ୍କ ଖାତାକୁ ମୋଦୀ ପଠାଇଲେ ୨ ହଜାର ଟଙ୍କା, ଶୀଘ୍ର ଆକାଉଣ୍ଟ ଚେକ୍ କରନ୍ତୁ

ଚାଷୀଙ୍କ ଖାତାକୁ ମୋଦୀ ପଠାଇଲେ ୨ ହଜାର ଟଙ୍କା, ଶୀଘ୍ର ଆକାଉଣ୍ଟ ଚେକ୍ କରନ୍ତୁ

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି।

By Subhasmita Das On Aug 2, 2025 at 11:42 AM
Share

ନୂଆଦିଲ୍ଲୀ: ଶୀଘ୍ର ଯାଇ ଆକାଉଣ୍ଟ ଚେକ୍ କରନ୍ତୁ।  ଚାଷୀଙ୍କ ଖାତାକୁ ଆସି ସାରିଲାଣି ପିଏମ୍ କିଷାନ ଟଙ୍କା। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା। ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି। ଏହି ଯୋଜନାରେ ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି। ଆଉ ଓଡ଼ିଶାରୁ ବିଶେଷ କରି ୩୪ ଲକ୍ଷ ୮୫ ହଜାର ୮୮୧ ଜଣ ଚାଷୀ ଉପକୃତ ହେଉଛନ୍ତି।

 

Share

Prev Post

Duleep Trophy 2025: ଟିମକୁ ଫେରିଲେ ଏହି ଖେଳାଳି, ଇଶାନ କିଶାନଙ୍କୁ ମିଳିଲା ଅଧିନାୟକ ପଦ

Next Post

ରାକ୍ଷୀରେ ଭାଇକୁ ଦିଅନ୍ତୁନି ଏହି ଗିଫ୍ଟ, ଛିଡ଼ିଯିବ ସମ୍ପର୍କ

You might also like More from author
Featured

ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି ଦେଲେ ପୋଲିସ ବାବୁ, ଭୂତ-ପ୍ରେତ କଥା କହି ନଦୀରେ…

ଖବର

ପୁଣି ପାକିସ୍ତାନରେ ହେଲା ବଡ଼ ଧରଣର ବିସ୍ଫୋରଣ, ଚାଲିଗଲା ନିରୀହ ଛୁଆଙ୍କ ଜୀବନ

Featured

ଲୁଚି ଲୁଚି ଝିଅ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ଭାଇରାଲ କରୁଥିଲା, ଏବେ ବନ୍ଧାହେଲା

Astrology

ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଅନ୍ଧାର ହୋଇଯିବ ୪ ଘଣ୍ଟା

ଖବର

ପୁଣି ଏକ ମୃତ୍ୟୁ, ଜିମରେ ବ୍ୟାୟାମ କରୁ କରୁ ଚାଲିଗଲା ୩୭ ବର୍ଷୀୟ ଯୁବକଙ୍କ ଜୀବନ

Featured

ପାଗେଳୀ ଝିଅକୁ ଏକୁଟିଆ ଦେଖି ବଳାତ୍କାର, 8 ମାସର ଗର୍ଭବତୀ ଥିବା ଜାଣି…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରିବାର ଲୋକେ…

ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି…

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ…

ପ୍ରେମ ପାଇଁ ଶୁଭ ମାସ; ପୁରୁଣା ପ୍ରେମ…

ପୁଣି ପାକିସ୍ତାନରେ ହେଲା ବଡ଼ ଧରଣର ବିସ୍ଫୋରଣ,…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି…

ପୁଣି ପାକିସ୍ତାନରେ ହେଲା ବଡ଼ ଧରଣର ବିସ୍ଫୋରଣ,…

ଲୁଚି ଲୁଚି ଝିଅ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି…

ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ,…

Prev Next 1 of 15,188
© 2025 - TK Digital All Rights Reserved.