ହୋଲିରେ ପୋଲିସକୁ ନାଚିବାକୁ ନିର୍ଦ୍ଦେଶ ଦେଲେ ଲାଲୁଙ୍କ ପୁଅ; ତେଜିଲା ବିବାଦ
ପାଟନା: ଆରଜେଡି ନେତା ତେଜ ପ୍ରତାପ ସିଂହ ଯାଦବ ଶୁକ୍ରବାର ଦଳୀୟ ସମର୍ଥକଙ୍କ ସହ ହୋଲି ପାଳନ କରୁଥିବା ସମୟରେ ୟୁନିଫର୍ମ ପିନ୍ଧା ଜଣେ ପୋଲିସ ଅଧିକାରୀଙ୍କୁ ଗୀତରେ ନାଚିବାକୁ ନିର୍ଦ୍ଦେଶ ଦେଇଥିଲେ। ଚେତାବନୀ ଦେଇଥିଲେ…