ଶ୍ରୀମନ୍ଦିର ରତ୍ନଭଣ୍ଡାରେ ପୁଳା ପୁଳା ମୂଷା ଗାତ: ବଦଳିଲାଣି ୪୦ ପଥର,ଆହୁରି ୧୫୦ ପଥର ବଦଳିବ
ପୁରୀ: ଓଡିଶା ନିର୍ଦ୍ଦେଶ ପରେ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେଲାଣି ରତ୍ନଭଣ୍ଡାର ମରାମତି କାମ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ) ଏହି କାମ କରୁଛି। ଭଙ୍ଗା ଓ ଫାଟିଯାଇଥିବା ପଥର ସବୁକୁ କଢ଼ାଯାଇ ନୂଆ…