ଅପରାଧ ମାଓବାଦୀଙ୍କ ବର୍ବର କାଣ୍ଡ, କଂଗ୍ରେସ କର୍ମୀଙ୍କୁ ହତ୍ୟା Priyadarshni Dixit May 12, 2025 ରାୟପୁର : ପୁଣି ଥରେ ରକ୍ତର ଛିଟା । ଛତିଶଗଡ଼ରେ ପୁଣି ଗଡ଼ିଲା ମୁଣ୍ଡ । ହିଂସ୍ରରୂପ ଦେଖାଇଲେ ମାଓବାଦୀ । ପୋଲିସର ଗୁପ୍ତଚର ଭାବି କଂଗ୍ରେସ କର୍ମୀଙ୍କୁ ମାରି ଫିଙ୍ଗିଦେଲେ । ଦିନକୁ ଦିନ ବଢି ଚାଲିଛି ମୃତ୍ୟୁର…