ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ, ୧୪ ହଜାର ଲିଟରୁ ଅଧିକ ମଦ ଜବତ

ତେଲେଙ୍ଗାନା : ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଅଛି । ଏହା ପୂର୍ବରୁ ଏକ୍ସାଇଜ ବିଭାଗ ୫ ଦିନ ମଧ୍ୟରେ ୧୪ ହଜାର ଲିଟରୁ ଅଧିକ ମଦ ଜବତ କରିଛି । ଆସନ୍ତା ବିଧାନସଭା ନିର୍ବାଚନ ପ୍ରସ୍ତୁତିର…

କଟକରେ ଆଦାୟ ହେବ ନାହିଁ ଗ୍ରାଉଣ୍ଡ ରେଣ୍ଟ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର : ଚଳିତ ବର୍ଷ ପାର୍ବଣ ଋତୁରେ କଟକ ସହରରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ହେବ ନାହିଁ । ଏଥି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ ସାଧାରଣଙ୍କ ଭାବନାକୁ…

ବଦ୍ରିନାଥରେ ପୂଜାପାଠ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ କେଦାରନାଥ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଦାରନାଥ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କୁ ଅଭିଷେକ କରିଛନ୍ତି । ଏହା ସହ ପ୍ରଥନା ମଧ୍ୟ କରିଥିଲେ ।…

ନାବାଳିକା ଭଉଣୀକୁ ବିକିବାକୁ ଯୋଜନା କରିଥିଲା ଭାଇ, ଭାଇ ସମେତ ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ରାଉଲକେଲା : ସାଙ୍ଗ ସହ ମିଶି ଭଉଣୀକୁ ବିକିବା ଯୋଜନା କରିଥିଲା ଭାଇ । ସେମାନଙ୍କୁ ବ୍ରହ୍ମଣୀ ତରଙ୍ଗ ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁନ୍ଦନ କଛୁଆ, ରାଜେଶ କେରକେଟା । ଦୁଇଜଣଙ୍କ ବୟସ…

ରବିବାର ଇତିହାସ ରଚିବ ଭାରତୀୟ ବାୟୁସେନା, IAF ର ନୂତନ ପତାକାକୁ ଉନ୍ମୋଚନ କରିବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାରେ ରବିବାର ସାମିଲ ହେବ IAF ର ନୂଆ ପତାକା । ରବିବାର ଦିନ ପ୍ରୟାଗରାଜରେ ହେବାକୁ ଥିବା ବାୟୁସେନା ଦିବସ ପ୍ୟାରେଡରେ ଏହି ନୂତନ ପତାକା ଉନ୍ମୋଚନ କରାଯିବ । ଆଗରୁ ମଧ୍ୟ ନୈସେନା ମଧ୍ୟ…

ରାଜସ୍ଥାନରେ ଚାଲିଥିଲା ଧିରେନ୍ଦ୍ର ଶାସ୍ତ୍ରୀଙ୍କ କଥା, ନାଚିଲେ Dutyରେ ଥିବା ମହିଳା ପୋଲିସ

ଅଲୱାର : ଆଜିକାଲି ରାଜସ୍ଥାନ ଅଲୱାରରେ ପଣ୍ଡିତ ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ କଥା ବାଗେଶ୍ୱର ନାମରେ ଜଣା ଶୁଣା । ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଅନେକ ଲୋକ କଥା ଶୁଣିବାକୁ ଏଠାକୁ ଆସିଛନ୍ତି । ତେବେ ଏଠାରେ ଦେଖିବାକୁ…

ଆପଣ ପିଉଥିବା ଚା କେତେ ସୁରକ୍ଷିତ ! FSSAI କରୁଛି ସାରା ଦେଶରେ ଯାଞ୍ଚ

ଓଡିଶା ଭାସ୍କର : ଭାରତରେ ବହୁ ସଂଖ୍ୟକ ଲୋକ ଚା ’ପିଉଛନ୍ତି | କିନ୍ତୁ ଆପଣ ଯେଉଁ ଚା ପିଉଛନ୍ତି ତାହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସୁରକ୍ଷିତ କି? ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଏହାର…

ଜାନୁଆରୀ ୧ରେ ମେଟ୍ରୋ ରେଳ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ : ପୂରଣ ହେବ ମେଟ୍ରୋ ପ୍ରକଳ୍ପ ସ୍ବପ୍ନ

ଭୁବନେଶ୍ୱର : ଜାନୁୟାରୀ ୧ ରେ ମେଟ୍ରୋ ରେଲ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ମେଟ୍ରୋ ରେଲ ଡିଆରପିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ୫୯୨୯ କୋଟିର ମୋଟ ବ୍ୟୟବରାଦ ବହନ କରିବେ ରାଜ୍ୟ ସରକାର । ଦ୍ୱୈତନଗରୀ ମେଟ୍ରୋ…

ଗଗନଯାନ ମିଶନ୍ ପ୍ରସ୍ତୁତିକୁ ତୀବ୍ର କରିଛି ISRO, ‘କ୍ରୁ ଏସ୍କେପ୍ ସିଷ୍ଟମ୍’ ଚଳିତ ମାସରେ ପରୀକ୍ଷା କରାଯିବ

ବେଙ୍ଗାଲୁରୁ : ଚନ୍ଦ୍ରାୟଣ -3 ମିଶନର ସଫଳତା ଏବଂ ଆଦିତ୍ୟ ଏଲ -1 ର ସଫଳ ଉତକ୍ଷେପଣରେ ଉତ୍ସାହିତ ହୋଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଗଗନାନ ମିଶନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ISRO 'କ୍ରୁ…

ଶାହାରୁଖଙ୍କ ଫିଲ୍ମ Jawan କରିଛି ୧୧୦୦ କୋଟିର ବ୍ୟବସାୟ, ବ୍ଲକବଷ୍ଟର କଲେକସନରେ ଏହା ପ୍ରଥମ ଫିଲ୍ମ

ମୁମ୍ବାଇ : ଶହାରୁଖ ଖାନ ଏବଂ ନୟନତାରା ଅଭିନିତ ଫିଲ୍ମ "ଜୱାନ' ରିିଲିହେବା ପରେ ୩୦ ଦିନ ବିତି ସାରିଛି । କିନ୍ତୁ ଫିଲ୍ମଟି ଏବେ ସାରା ବିଶ୍ୱରେ ବ୍ୟବସାୟ କରିବାରେ ଲାଗିଛି । ଏହି ଫିଲ୍ମଟି ଏବେ ସାରା ବିଶ୍ୱରେ ଗୋଟିଏ…