ଖବର ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ଖୁବଶୀଘ୍ର ହେବ ନବକଳେବର Subhasmita Das Jan 26, 2025 ଭୁବନେଶ୍ୱର: ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ। ଦଳର ହେବ ନବକଳେବର। ମଙ୍ଗ ଧରିବେ ନୂଆ ଚେହେରା। ନା ପୁରୁଣାଙ୍କ ଉପରେ ପୁଣିଥରେ ଭରସା କରିବେ ବିଜେଡି ସୁପ୍ରିମୋ। ପୂର୍ବରୁ ଦଳର ସାଂଗଠନିକ ସମ୍ପାଦକ ପଦରୁ…
ଖବର Big Breaking: ଓଲଟିଲା ସ୍କୁଲ ପିକଅପ୍ ଭ୍ୟାନ୍, ୧ ଛାତ୍ର ମୃତ, ୨୦ ଛାତ୍ରଛାତ୍ରୀ ଆହତ Subhasmita Das Jan 26, 2025 ଆଠଗଡ଼: ସକାଳୁ ସକାଳୁ ବଡ଼ ଅଘଟଣ। ସାଧାରଣତନ୍ତ୍ର ଦିବସ ଅବସରରେ ପରେଡ଼୍ ଯିବା ସମୟରେ ଦୁର୍ଘଟଣା। ଓଲଟିପଡ଼ିଲା ସ୍କୁଲ ଭ୍ୟାନ୍। ଛାତ୍ରଛାତ୍ରୀଙ୍କୁ ନେଇ ପରେଡ଼୍ ପଡ଼ିଆକୁ ଯିବା ସମୟରେ ଓଲଟି ପଡ଼ିଲା ଭ୍ୟାନ।…
ଖବର ଆପକୁ ଶାହଙ୍କ ଟାର୍ଗେଟ୍, ମୋ ଜାଣିବାରେ କେଜ୍ରିଓ୍ୱାଲ ସବୁଠୁ ବଡ଼ ମିଛୁଆ Subhasmita Das Jan 26, 2025 ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ବେଶ ସରଗରମ। ଶାସକ ଦଳଠୁ ଆରମ୍ଭ କରି ବିରୋଧୀ ଦଳ ସମସ୍ତେ ନିର୍ବାଚନି ବ୍ୟାଟେଲ୍ ପାଇଁ ପୁରା ତୟାର। ଆଉ ପ୍ରତିଟି ଦଳ ନିଜ ନିର୍ବାଚନି ଇନିଂସ ଖେଳିବା ପାଇଁ…
ଖବର ଦୀକ୍ଷା ଗ୍ରହଣ କଲେ ମମତା, ରାଗିଗଲେ ପ୍ରଶଂସକ Subhasmita Das Jan 26, 2025 ପ୍ରୟାଗରାଜ: ମମତା କୁଲକର୍ଣ୍ଣି, ଯିଏ ଦିନେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଭେଟି ଦେଇ ପ୍ରଶଂସକଙ୍କ ମନ ଜିତୁଥିଲେ। ତାଙ୍କ ଠୁମକାରେ ହଜିଯାଉଥିଲେ ଦର୍ଶକ। ହେଲେ ଆଜି ସେ ମାୟାନଗରୀ ଠାରୁ ବହୁ ଦୂରରେ। ଦୀର୍ଘ ଦିନ ହେବ…
ଖବର ଏଣିକି ଦୁର୍ଗମ ଅଞ୍ଚଳରେ ବି ଚାଲିବ ହାଇସ୍ପିଡ ନେଟଓ୍ୱର୍କ, ବସିବ ୧୫ଶହ ମୋବାଇଲ ଟାଓ୍ୱାର Subhasmita Das Jan 26, 2025 ନୂଆଦିଲ୍ଲୀ: ଆଉ ରହିବନି ନେଟଓ୍ୱର୍କ ସମସ୍ୟା। ଏଣିକି ଦୁର୍ଗମ ଅଞ୍ଚଳରେ ବି ଚାଲିବ ହାଇସ୍ପିଡ ନେଟଓ୍ୱର୍କ। ମୋବାଇଲ ନେଟଓ୍ୱର୍କ ପାଇଁ ଆଉ ଚଢ଼ିବାକୁ ପଡ଼ିବନି ଗଛ କି ପାହାଡ଼। କାରଣ ଏବେ ଅପହଞ୍ଚ ଇଲାକାରେ ବସିବ ୧୫ଶହ…
Cricket Big Breaking:ଏକା ଲଢ଼ିଲେ ତିଲକ ବର୍ମା, ଚକମା ଖାଇଲା ଇଂଲଣ୍ଡ Subhasmita Das Jan 25, 2025 ନୂଆଦିଲ୍ଲୀ: ହାରିବା ମ୍ୟାଚକୁ ଭାରତକୁ ଜିତାଇଲେ ତିଲକ ବର୍ମା। ଇଂଲଣ୍ଡର ସବୁ ବୋଲରଙ୍କୁ ପିଟିପିଟି କନ୍ଦାଇଲେ। ଶେଷରେ ଏବେ ୨-୦ରେ ଆଗୁଆ ହେଲା ଟିମ୍ ଇଣ୍ଡିଆ। ଭାରତୀୟ ଟିମକୁ ବଡ଼ ସଫଳତା। ପୁଣି ଇଂଲଣ୍ଡକୁ ମାଟି…
ଖବର ଛତିଶଗଡ଼ରେ ହଣାଖାଇ ଓଡ଼ିଶାରେ ଟଳିପଡ଼ିଲା ଦନ୍ତା, ହାତୀକୁ ବଞ୍ଚାଇପାରିଲେନି ବନବିଭାଗ Subhasmita Das Jan 25, 2025 ସୁନ୍ଦରଗଡ଼: ହାଣିଦେଲେ ଦନ୍ତାକୁ। ଅତି ନିର୍ମମ ଭାବରେ ନେଇଗଲେ ଗଜରାଜର ଜୀବନ। ଦୀର୍ଘ ସମୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଆଖି ବୁଜିଲା ହାତୀ। ଠିକ୍ ସମୟରେ ଚିକିତ୍ସା ନ ହେବାରୁ ଚାଲିଗଲା ଦନ୍ତାର ଜୀବନ।…
ଖବର ପଦ୍ମ ପୁରସ୍କାର ଘୋଷଣା, ବ୍ରାଜିଲର ବେଦାନ୍ତ ଗୁରୁ, କୁଏତର ଯୋଗ ଶିକ୍ଷକ, କୈଥଲର ଏକଲବ୍ୟ ସାମିଲ Subhasmita Das Jan 25, 2025 ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ୨୦୨୫ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସରକାର। ଆଉ ସେହି ପଦ୍ମ ପୁରସ୍କାର ବିଜେତାଙ୍କ ଭିତରେ ରହିଛି ଅନେକ ବିଦେଶୀଙ୍କ ନାଁ। ଯାହାକୁ ନେଇ ଚର୍ଚ୍ଚା…
ଖବର ରାତି ପାହିଲେ ପୁରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ, ଓଡ଼ିଶାର 10ଟି ଜନବସତି ଶୂନ୍ୟ ଦ୍ୱୀପରେ ଆଜି ଉଡ଼ିଲା ତ୍ରିରଙ୍ଗା Subhasmita Das Jan 25, 2025 ଭୁବନେଶ୍ୱର: ରାତି ପାହିଲେ ସାଧାରଣତନ୍ତ୍ର ଦିବସ। ସବୁଠି ଉଡ଼ିବ ତ୍ରିରଙ୍ଗା ବାନା। ଦେଶ ପାଳିବ 76 ତମ ସାଧାରଣତନ୍ତ୍ର ଦିବସ। ସେଥିପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ। ଆଉ ଏହାରି ଭିତରେ ଜନବସତି ଶୂନ୍ୟ…
ଖବର breaking: ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ, ଏହା ପୂର୍ବରୁ ଦେଶବାସୀଙ୍କୁ ଅଭିଭାଷଣ ଦେଲେ ମହାମହିମ Subhasmita Das Jan 25, 2025 ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଦେଶବାସୀଙ୍କୁ ସମ୍ୱୋଧନ ଦେଇଛନ୍ତି ମହାମହିମ। ସେ କହିଛନ୍ତି ୭୫ବର୍ଷ ଭିତରେ ଦେଶ ଦୃତଗତିରେ ଆଗକୁ ବଢ଼ୁଛି। ହେଲେ ଏବେବି ଅନେକ…