ଖବର ରଶ୍ମିକାଙ୍କ ଗୋଡ଼ରେ ଆଘାତ, ବିମାନବନ୍ଦରରେ ଛୋଟେଇ ଛୋଟେଇ ଗଲେ ଶ୍ରୀବଲୀ Subhasmita Das Jan 22, 2025 ନୂଆଦିଲ୍ଲୀ: ଶ୍ରୀବଲୀଙ୍କ ସହ ଘଟିଲା ଅଘଟଣ। ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଲେ ବଲିଉଡ଼ର ଆଗଧାଡିର ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଯାହାକୁ ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି।…
ଖବର ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପ୍ରବଳ ଭିଡ଼ Subhasmita Das Jan 22, 2025 ଉତ୍ତରପ୍ରଦେଶ: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ହିସାବରେ ଆଜିର ଦିନରେ ଅଯୋଧ୍ୟାରେ ଗର୍ଭଗୃହରେ ମର୍ଯାଦା ପୁରୁଷୋ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଯେଉଁଥିରେ ଲକ୍ଷ…
ଖବର Big Breaking: ଟ୍ରକ ଧକ୍କାରେ ଦୁଇ ନାବାଳିକା ମୃତ, ଜଣେ ଯୁବକ ମେଡ଼ିକାଲରେ ଭର୍ତ୍ତି Subhasmita Das Jan 21, 2025 ବଣାଇ: ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଟଳି ପଡ଼ିଲେ ଦୁଇଜଣ ନାବାଳିକା। ସାଙ୍ଗରେ ଥିବା ଆଉ ଜଣେ ଯୁବକ ମଧ୍ୟ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି। ଉଭୟ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ଘଟଣା ଘଟିଛି…
ଖବର ହ୍ୱାଟସଆପରେ ନେଉଥିଲେ ଅର୍ଡର, ଟିଫିନ ବକ୍ସରେ ଯୋଗାଉଥିଲେ ବନ୍ଧୁକ, ପୋଲିସ ପାଉନଥିଲା ଟେର୍ Subhasmita Das Jan 21, 2025 ନୂଆଦିଲ୍ଲୀ: ହ୍ୱାଟସଆପରେ ଅର୍ଡର ନେଉଥିଲେ। ଟିଫିନ ବକ୍ସରେ ପିସ୍ତଲ ଯୋଗାଉଥିଲେ। ଆଉ ଏବେ ସେହି ବେଆଇନ ପିସ୍ତଲ କାରଖାନା ଠାବ କରିଛି ପୋଲିସ। କେବଳ କାରଖାନା ଠାବ ହୋଇଛି ତାହା ନୁହେଁ ପୋଲିସକୁ ମଧ୍ୟ ବଡ଼ ସଫଳତା…
ଖବର ଭାରି ପଡ଼ିଲା କି ପୁଷ୍ପା ୨ର ରୋଜଗାର, ନିର୍ମାତାଙ୍କ ଘରେ ଆୟକର ଚଢ଼ାଉ Subhasmita Das Jan 21, 2025 ନୂଆଦିଲ୍ଲୀ: ପୁଷ୍ପା ୨ ଏବେବି ଲୋକଙ୍କ ମନରେ ରାଜ୍ କରୁଛି। ହଲରେ ଏବେବି ଭଲ ରୋଜଗାର ଦେଉଛି ପୁଷ୍ପା ୨। ହେଲେ ଏହି ରୋଜଗାର ବୋଧହୁଏ ଫିଲ୍ମ ନିର୍ମାତାଙ୍କୁ ସଙ୍କଟରେ ପକାଇଛି। କାରଣ ପୁଷ୍ପା ୨ର ଫିଲ୍ମ ନିର୍ମାତା…
ଖବର ସୁନ୍ଦରତା ପଡ଼ିଲା ମହଙ୍ଗା, ଘରକୁ ଫେରିଯିବେ ମହାକୁମ୍ଭର ସୁନ୍ଦରୀ ମୋନାଲିସା Subhasmita Das Jan 21, 2025 ପ୍ରୟାଗରାଜ: ମହାକୁମ୍ଭରେ ଭାଇରାଲ ହୋଇଥିବା ସୁନ୍ଦରୀ ଝିଅ ମୋନାଲିସା। ନିଜ ସୁନ୍ଦରତା ପାଇଁ ଏବେ ଅସୁବିଧାରେ ପଡ଼ିଛନ୍ତି। ନିଜ ସୁନ୍ଦରତା ଯେପରି ତାଙ୍କ ପାଇଁ ଅଭିଶାପ ପାଲଟିଯାଇଛି। ତେଣୁ ବ୍ୟବସାୟ ଛାଡ଼ି ଘରକୁ…
ଖବର ମମତା ଚାହାଁନ୍ତି ଫାଶୀ, ତଳ କୋର୍ଟର ଆଜୀବନ କାରାବାସ ରାୟକୁ ହାଇକୋର୍ଟରେ ବିରୋଧ Subhasmita Das Jan 21, 2025 କୋଲକାତା: ଆରଜି କର ମେଡିକାଲ କଲେଜ ଜୁନିୟର ଡାକ୍ତର ରେପ-ମର୍ଡର ଘଟଣାରେ କୋର୍ଟଙ୍କ ଫଇସଲା, ସନ୍ତୁଷ୍ଟ କରିପାରିନି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଓ ଜୁନିୟର ଡାକ୍ତରମାନଙ୍କୁ। ପୂର୍ବରୁ ପୀଡିତାଙ୍କ ପରିବାର…
ଖବର ଘରେ ପଶି ଚାଉଳ ବସ୍ତା ଲୁଟ୍ କଲା ଜଙ୍ଗଲୀ ହାତୀ, ଭିଡିଓ ଭାଇରାଲ Subhasmita Das Jan 21, 2025 ଚେନ୍ନାଇ: ଘରେ ପଶି ଚାଉଳ ବସ୍ତା ନେଇଗଲା ହାତୀ। କାହାର କିଛି କ୍ଷତି ନକରି ସୁନା ପିଲା ପରି ବସ୍ତା ଧରି ସେଠାରୁ ଚାଲିଗଲା। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ଘଟିବା ସମୟରେ…
ଖବର ଆଜି ଖୋଲିବ ହଂସପାଳ ଓଭରବ୍ରିଜ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କଲେ ଉଦଘାଟନ Subhasmita Das Jan 21, 2025 ଭୁବନେଶ୍ୱର: ଆଜି ଖୋଲିବ ହଂସପାଳ ଫ୍ଲାଏଓଭର ବ୍ରିଜ। ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭରବ୍ରିଜର ଶୁଭ ଉଦଘାଟନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପାଖାପାଖି ପାଞ୍ଚ ବର୍ଷର ଅପେକ୍ଷା ପରେ ଏବେ ଏହି…
ଖବର ଏକା ଖାଇଗଲେ ୮ କିଲୋ ବିରିୟାନି, ଭାଇରାଲ ହେଉଛି ଭିଡ଼ିଓ Subhasmita Das Jan 20, 2025 ଓଡ଼ିଶା ଭାସ୍କର: ଏକା ଖାଇଗଲେ ୮ କିଲୋ ବିରିୟାନି। କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା। ହେଲେ ଏହା ସମ୍ପୂର୍ଣ୍ଣ ସତ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ହୋଟେଲରେ ଜଣେ…